ଏନ୍‌କାଉଣ୍ଟରରେ ୪ ନକ୍ସଲ ନିହତ

ମାଲକାନଗିରି(ଜିତେନ୍ଦ୍ର ବେଉରା):ଛତିଶଗଡ଼ର ଧମତାରି ଜିଲ୍ଲାର କଲହରି ଓ ଚେରକା ଜଙ୍ଗଲରେ ଯବାନଙ୍କ ଏନ୍‌କାଉଣ୍ଟରରେ ୪ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଛି। ମୃତ ୪ ନକ୍ସଲଙ୍କ ମଧ୍ୟରେ ୩ ଜଣ ମହିଳା ଥିବା ଜଣାପଡ଼ିଛି। ଜଙ୍ଗଲରେ ନକ୍ସଲ ଥିବା ସୂଚନା ପାଇ ଏସ୍‌ଟିଏଫ୍ ଯବାନମାନେ ଅପରେସନ୍‌ ଆରମ୍ଭ କରିଥିଲେ। ଏହି ସମୟରେ ନକ୍ସଲଙ୍କ ସହିତ ସେମାନଙ୍କର ଗୁଳିବିନିମୟ ହୋଇଥିଲା। ଗୁଳିବିନିମୟ ପରେ ଯବାନମାନେ ଘଟଣାସ୍ଥଳରୁ ୪ ଜଣ ନକ୍ସଲଙ୍କ ମୃତଦେହ ଜବତ କରିଥିଲେ। ଏହା ସହିତ ସେଠାରୁ ୭ଟି […]

malkangiri

malkangiri

Jyoshna Pradhan
  • Published: Saturday, 06 July 2019
  • Updated: 06 July 2019, 01:34 PM IST

Sports

Latest News

ମାଲକାନଗିରି(ଜିତେନ୍ଦ୍ର ବେଉରା):ଛତିଶଗଡ଼ର ଧମତାରି ଜିଲ୍ଲାର କଲହରି ଓ ଚେରକା ଜଙ୍ଗଲରେ ଯବାନଙ୍କ ଏନ୍‌କାଉଣ୍ଟରରେ ୪ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଛି। ମୃତ ୪ ନକ୍ସଲଙ୍କ ମଧ୍ୟରେ ୩ ଜଣ ମହିଳା ଥିବା ଜଣାପଡ଼ିଛି।

ଜଙ୍ଗଲରେ ନକ୍ସଲ ଥିବା ସୂଚନା ପାଇ ଏସ୍‌ଟିଏଫ୍ ଯବାନମାନେ ଅପରେସନ୍‌ ଆରମ୍ଭ କରିଥିଲେ। ଏହି ସମୟରେ ନକ୍ସଲଙ୍କ ସହିତ ସେମାନଙ୍କର ଗୁଳିବିନିମୟ ହୋଇଥିଲା।

ଗୁଳିବିନିମୟ ପରେ ଯବାନମାନେ ଘଟଣାସ୍ଥଳରୁ ୪ ଜଣ ନକ୍ସଲଙ୍କ ମୃତଦେହ ଜବତ କରିଥିଲେ। ଏହା ସହିତ ସେଠାରୁ ୭ଟି ବନ୍ଧୁକ ଜବତ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos