ବସ୍‌ ଓଲଟି ୪ ଓଡ଼ିଆ ତୀର୍ଥଯାତ୍ରୀଙ୍କ ମୃତ୍ୟୁ

<p>ଭୋପାଲ: ମଧ୍ୟପ୍ରଦେଶ କଟନୀରେ ଆଜି ଏକ ସଡ଼କ ଦୁର୍ଘଟଣାରେ ୪ ଜଣ ଓଡ଼ିଆ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଅଞ୍ଚଳରୁ ଏହି ତୀର୍ଥଯାତ୍ରୀମାନେ ଅସ୍ତି ବିସର୍ଜନ ଲାଗି ଗୟା ଯାଇଥିଲେ। ଗୟାରୁ ପ୍ରାୟ ୨୫ ଜଣ ତୀର୍ଥଯାତ୍ରୀ ବସ୍&zwnj; ଯୋଗେ ବିଳାଶପୁର ଫେରୁଥିବା ବେଳେ କଟନୀ ନିକଟରେ ବସ୍&zwnj;ଟି ଓଲଟି ପଡିଥିଲା। ଫଳରେ ୪ ଜଣ ଓଡ଼ିଆ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା। ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।</p>

Ordigital Desk
  • Published: Sunday, 26 November 2017
  • Updated: 26 November 2017, 10:58 PM IST

Sports

Latest News

<p>ଭୋପାଲ: ମଧ୍ୟପ୍ରଦେଶ କଟନୀରେ ଆଜି ଏକ ସଡ଼କ ଦୁର୍ଘଟଣାରେ ୪ ଜଣ ଓଡ଼ିଆ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଅଞ୍ଚଳରୁ ଏହି ତୀର୍ଥଯାତ୍ରୀମାନେ ଅସ୍ତି ବିସର୍ଜନ ଲାଗି ଗୟା ଯାଇଥିଲେ। ଗୟାରୁ ପ୍ରାୟ ୨୫ ଜଣ ତୀର୍ଥଯାତ୍ରୀ ବସ୍&zwnj; ଯୋଗେ ବିଳାଶପୁର ଫେରୁଥିବା ବେଳେ କଟନୀ ନିକଟରେ ବସ୍&zwnj;ଟି ଓଲଟି ପଡିଥିଲା। ଫଳରେ ୪ ଜଣ ଓଡ଼ିଆ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା। ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos