ବନ୍ଧୁକ ଡିଲ୍‌ ଅଭିଯୋଗରେ ଆଲ୍‌ବମ୍‌ ନିର୍ଦ୍ଦେଶକଙ୍କ ସହ ୪ ଗିରଫ

କଟକ (ଓଡ଼ିଶା ରିପୋର୍ଟର): ବନ୍ଧୁକ ଡିଲ୍‌ ବେଳେ ୪ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଏଥିରେ ଜଣେ ଅଛନ୍ତି ଓଲିଉଡ୍‌ର ଜଣେ ଆଗ ଧାଡ଼ିର ଆଲବମ୍‌ ନିର୍ଦ୍ଦେଶକ। କମିଶନରେଟ ପୁଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ୩ଟି ବନ୍ଧୁକ ଓ ୧୬ ରାଉଣ୍ଡ ଗୁଳି ଜବତ କରିଛି। ଏନେଇ ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂ। ଡିସିପି ପ୍ରତୀକ ସିଂଙ୍କ କହିବା ଅନୁସାରେ ଝାଞ୍ଜିରି ମଙ୍ଗଳା ଅଞ୍ଚଳରେ ଜ୍ଞାନରଞ୍ଜନ ନାମକ ଜଣେ ବ୍ୟକ୍ତି ସନ୍ଦେହ ଜନକ […]

Cuttack

Cuttack

Manoranjan Sial
  • Published: Tuesday, 05 October 2021
  • Updated: 05 October 2021, 08:54 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): ବନ୍ଧୁକ ଡିଲ୍‌ ବେଳେ ୪ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଏଥିରେ ଜଣେ ଅଛନ୍ତି ଓଲିଉଡ୍‌ର ଜଣେ ଆଗ ଧାଡ଼ିର ଆଲବମ୍‌ ନିର୍ଦ୍ଦେଶକ। କମିଶନରେଟ ପୁଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ୩ଟି ବନ୍ଧୁକ ଓ ୧୬ ରାଉଣ୍ଡ ଗୁଳି ଜବତ କରିଛି। ଏନେଇ ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂ।

ଡିସିପି ପ୍ରତୀକ ସିଂଙ୍କ କହିବା ଅନୁସାରେ ଝାଞ୍ଜିରି ମଙ୍ଗଳା ଅଞ୍ଚଳରେ ଜ୍ଞାନରଞ୍ଜନ ନାମକ ଜଣେ ବ୍ୟକ୍ତି ସନ୍ଦେହ ଜନକ ଭାବେ ଘୂରି ବୁଲୁଥିଲେ। ବାଦାମବାଡ଼ି ପୁଲିସ ତାଙ୍କୁ ଅଟକ ରଖି ପଚରାଉଚରା କରିଥିଲା। ସେହି ସମୟରେ ପୁଲିସ ତା’ଠାରୁ ଗୋଟିଏ ବନ୍ଧୁକ ଜବତ କରିଥିଲା। ଜେରା ବେଳେ ସେ ପ୍ରକାଶ ରାଉତ ଓରଫ ପପୁଠାରୁ ବନ୍ଧୁକ କିଣିଥିବା କହିଥିଲା। ଏହା ପରେ ପୁଲିସ ପପୁକୁ ଗିରଫ କରିଥିଲା। ତା’ଠାରୁ ପୁଲିସ ମାରଣାସ୍ତ୍ର ଜବତ କରିଥିଲା। ଏଥିସହ ସେ ପ୍ରମୋଦ କୁମାର ରାଉତ ଓ ସୁଶାନ୍ତ ପରିଡ଼ାଙ୍କୁ ବନ୍ଧୁକ ବିକ୍ରି କରିଥିବା ଜଣାପଡ଼ିଥିଲା। ପୁଲିସ ଉଭୟଙ୍କୁ ଗିରଫ କରିବା ସହିତ ଦୁଇ ବନ୍ଧୁକ ଜବତ କରିଛି। ପୂଜା ସମୟରେ ଦାଦାବଟି ଓ ଦାଦାଗିରି କରିବା ପାଇଁ ବନ୍ଧୁକ କିଣିଥିବା ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି।

ଗିରଫ ଅଭିଯୁକ୍ତଙ୍କ ନାଁରେ ପୂର୍ବରୁ ବହୁ ମାମଲା ରହିଛି। ଜ୍ଞାନରଞ୍ଜନ ନାଁରେ ୭ଟି, ପପୁ ନାଁରେ ୫ଟି, ସୁଶାନ୍ତ ପରିଡ଼ା ନାଁରେ ୨ ଲେଖାଏଁ ମାମଲା ଥିବା ଡିସିପି କହିଛନ୍ତି। ପପୁ ବହୁବାର ମାରଣାସ୍ତ୍ର ବିକ୍ରି ଅଭିଯୋଗରେ ଜେଲ୍‌ ଯାଇଥିବା ଜଣାପଡ଼ିଛି।

ସୂଚନାରୁ ପ୍ରକାଶ, ପାର୍ବଣ ଋତୁ ଆସିଥିଲେ ଦୁର୍ଦ୍ଦାନ୍ତ ଅପରାଧୀମାନେ ବେଶୀ ସକ୍ରିୟ ହୋଇ ଉଠନ୍ତି। ମାରଣାସ୍ତ୍ର ଦେଖାଇ ଦୋକାନୀ, ଥିଲାବାଲା ଲୋକଙ୍କୁ ଚାନ୍ଦା ମାଗନ୍ତି। ଏହା ବିରୋଧରେ କଠୋର ହୋଇଛନ୍ତି। ରାଜ୍ୟ ସରକାର। ଚାନ୍ଦା ମାଗୁଥିବା ଲୋକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ସରକାର। ଦରକାର ପଡ଼ିଲେ ଗିରଫ କରି ଜେଲ୍‌ ମଧ୍ୟ ପଠାଉଛି ପୁଲିସ। କିଛି ଦିନ ତଳେ ଚାନ୍ଦା ମାଗିବା ଅଭିଯୋଗରେ କଟକରେ ୨ ଜଣ ଯୁବକ ଜେଲ୍‌ ଯାଇଥିବାର ନଜିର ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story