ବାଜିଲା ’ମୋ ସରକାର’ ଛାଟ, ୪ ପୁଲିସ୍‌ ନିଲମ୍ବିତ

ଧର୍ମଗଡ଼(ଇଙ୍ଗିତ ପଣ୍ଡା): ପୁଲିସ୍‌ ବିଭାଗ ଉପରେ ବାଜିଲା  ମୋ  ସରକାର 5T ର ଛାଟ।  ଏକାଥରେ ନିଲମ୍ବିତ ହେଲେ ୪ ପୁଲିସ୍‌ କର୍ମଚାରୀ। ଏକ ଜମିଜମା ବିବାଦ ଓ ଅନିୟମିତତା ପାଇଁ ଲାଞ୍ଚ ନେଉଥିବା ଅଭିଯୋଗରେ  ନିଲମ୍ବିତ ହୋଇଛନ୍ତି କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନାର ୪ ଜଣ ପୁଲିସ୍‌ । ନିଲମ୍ବିତ ପୁଲିସ୍‌ କର୍ମଚାରୀମାନେ ହେଲେ  ASI ସନ୍ତୋଷ ସାହୁ, ଦୁଇ କନଷ୍ଟେବଲ ସୂର୍ଯ୍ୟ ମିଶ୍ର ଓ ହେମନ୍ତ   ଓ ଓଡ଼ିଶା ଆର୍ମଡ ପୁଲିସ୍‌ ଫୋର୍ସ ଯବାନ […]

police

police

Niharika Rout
  • Published: Thursday, 05 August 2021
  • Updated: 05 August 2021, 12:35 PM IST

ଧର୍ମଗଡ଼(ଇଙ୍ଗିତ ପଣ୍ଡା): ପୁଲିସ୍‌ ବିଭାଗ ଉପରେ ବାଜିଲା  ମୋ  ସରକାର 5T ର ଛାଟ।  ଏକାଥରେ ନିଲମ୍ବିତ ହେଲେ ୪ ପୁଲିସ୍‌ କର୍ମଚାରୀ। ଏକ ଜମିଜମା ବିବାଦ ଓ ଅନିୟମିତତା ପାଇଁ ଲାଞ୍ଚ ନେଉଥିବା ଅଭିଯୋଗରେ  ନିଲମ୍ବିତ ହୋଇଛନ୍ତି କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନାର ୪ ଜଣ ପୁଲିସ୍‌ ।

ନିଲମ୍ବିତ ପୁଲିସ୍‌ କର୍ମଚାରୀମାନେ ହେଲେ  ASI ସନ୍ତୋଷ ସାହୁ, ଦୁଇ କନଷ୍ଟେବଲ ସୂର୍ଯ୍ୟ ମିଶ୍ର ଓ ହେମନ୍ତ   ଓ ଓଡ଼ିଶା ଆର୍ମଡ ପୁଲିସ୍‌ ଫୋର୍ସ ଯବାନ ଦେବରାଜ ନାୟକ ।

ଜୟପାଟଣା ଥାନା ଅନ୍ତର୍ଗତ କପୁରମାଲ ଗ୍ରାମର ଘାସିରାମ ମାଝୀ ଏକ ଜମିଜମା କେସ୍‌ ପାଇଁ ଥାନାକୁ ଦୌଡ଼ୁଥିଲେ। ମାତ୍ର ଘଟଣାର ସମାଧାନ ପାଇଁ ପୁଲିସ୍‌ କର୍ମଚାରୀ ତାଙ୍କୁ ଲାଞ୍ଚ ମାଗିଥିଲେ। ଏନେଇ ଘାସିରାମ ମୋ ସରକାର ଫୋନ୍‌ ନମ୍ବରରେ କଲ୍‌ କରି ପୂରା ଘଟଣା ଜଣାଇଥିଲେ। ପରେ ମୋ ସରକାର 5T ପକ୍ଷରୁ ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା। ଏହାପରେ ଉକ୍ତ ୪ ପୁଲିସ୍‌ କର୍ମୀଙ୍କୁ  ନିଲମ୍ବିତ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story