ଚରମ ଅବହେଳା, ବିଦ୍ୟୁତ୍‌ ଖୁଣ୍ଟ ପଡ଼ି ୪ ବର୍ଷର ଶିଶୁ ମୃତ

ଖୋର୍ଦ୍ଧା (ବଳରାମ ଲେଙ୍କା): ବିଦ୍ୟୁତ୍ ଖୁଣ୍ଟ ପଡ଼ି ଚାଲିଗଲା ଏକ ୪ ବର୍ଷ ଶିଶୁର ଜୀବନ। ଘଟଣାଟି ଘଟିଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ କେନ୍ଦୁପଲ୍ଲୀ ଗାଁରେ। ମୃତ ଶିଶୁଟିର ନାଁ ସାଇ ରଞ୍ଜନ ବେହେରା। ତା’ ବାପାଙ୍କ ନାଁ ମନୋରଞ୍ଜନ ବେହେରା। ବିଦ୍ୟୁତ୍‌ ବିଭାଗର ଚରମ ଅବହେଳା କାରଣରୁ ଶିଶୁଟିର ଜୀବନ ଚାଲିଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ, କିଛିଦିନ ତଳେ ବାଘମାରି ବିଦ୍ୟୁତ୍‌ ସେକ୍ସନ ପକ୍ଷରୁ କେନ୍ଦୁପଲ୍ଲୀ ଗାଁରେ ନୂଆ ବିଦ୍ୟୁତ୍‌ […]

Electricpole

Electricpole

Jitendra Garnayak
  • Published: Tuesday, 24 August 2021
  • Updated: 24 August 2021, 03:13 PM IST

ଖୋର୍ଦ୍ଧା (ବଳରାମ ଲେଙ୍କା): ବିଦ୍ୟୁତ୍ ଖୁଣ୍ଟ ପଡ଼ି ଚାଲିଗଲା ଏକ ୪ ବର୍ଷ ଶିଶୁର ଜୀବନ। ଘଟଣାଟି ଘଟିଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ କେନ୍ଦୁପଲ୍ଲୀ ଗାଁରେ। ମୃତ ଶିଶୁଟିର ନାଁ ସାଇ ରଞ୍ଜନ ବେହେରା। ତା’ ବାପାଙ୍କ ନାଁ ମନୋରଞ୍ଜନ ବେହେରା।

ବିଦ୍ୟୁତ୍‌ ବିଭାଗର ଚରମ ଅବହେଳା କାରଣରୁ ଶିଶୁଟିର ଜୀବନ ଚାଲିଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ, କିଛିଦିନ ତଳେ ବାଘମାରି ବିଦ୍ୟୁତ୍‌ ସେକ୍ସନ ପକ୍ଷରୁ କେନ୍ଦୁପଲ୍ଲୀ ଗାଁରେ ନୂଆ ବିଦ୍ୟୁତ୍‌ ଖୁଣ୍ଟ ପୋତା ଯାଇଥିଲା। କିନ୍ତୁ ଖୁଣ୍ଟ ପୋତି ସେଥିରେ ଢଳେଇ ନ ପକାଇ ବିଦ୍ୟୁତ କର୍ମଚାରୀମାନେ ଚାଲି ଯାଇଥିଲେ। ତା’ସହିତ ଖୁଣ୍ଟ ପୋତିବା ବେଳେ ପାଣି ପାଇପ ଫାଟି ଯାଇଥିଲା। ଆଉ ସେଥିରୁ ପାଣି ବାହାରିବା ଯୋଗୁ ମାଟି ଓଦା ହୋଇଯାଇଥିଲା ଓ ଖୁଣ୍ଟଟି ଦବି ଯାଇଥିଲା।

ଆଜି ସକାଳେ ୪ ବର୍ଷର ସାଇ ରଞ୍ଜନ ସେଠାରେ ଖେଳୁଥିବା ବେଳେ ହଠାତ୍ ବିଦ୍ୟୁତ୍‌ ଖୁଣ୍ଟଟି ତା’ ଉପରେ ପଡ଼ି ଯାଇଥିଲା। ସ୍ଥାନୀୟ ଲୋକ ତାକୁ ଉଦ୍ଧାର କରି ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ସେଠାରେ ଶିଶୁଟିକୁ ମୃତ ଘୋଷଣା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story