ଏକୁଟିଆ ହୋଇ ବୁଲୁଥିଲା, ଗତକାଲି ଆଖି ବୁଜିଲା

ବଣାଇ(ରଣଜିତ ଚୌଧୁରୀ): ସୁନ୍ଦରଗଡ଼ ଜିଲ୍ଲା ବଣାଇ ବନଖଣ୍ଡର ଜରଡ଼ା ରେଞ୍ଜରେ ଏକ ହାତୀର ମୃତ୍ୟୁ ଘଟିଛି। ହାତୀଟିର ବୟସ ପ୍ରାୟ ୪ବର୍ଷ ହେବ ବୋଲି ଏସିଏଫ୍ କହିଛନ୍ତି। ସୂଚନା ଅନୁସାରେ, ରାଇଗୁରି ଜଙ୍ଗଲରେ ଏକ ହାତୀ ପଲରୁ ବାହାରି ଯାଇ ସେ ଏକୁଟିଆ ହୋଇ ବୁଲୁଥିଲା। ହେଲେ ଗତକିଛି ଦିନ ହେଲା ସେ ଅସୁସ୍ଥ ହେବା ଦେଖି ବନବିଭାଗ ତାର ଚିକିତ୍ସା କରୁଥିଲା। ଗତକାଲି ହାତୀଟିର ମୃତ୍ୟୁ ହୋଇଛି। ତେବେ ତା’ର ମୃତ୍ୟୁର କାରଣ ଜଣାପଡ଼ି ନାହିଁ।

elephant

Jitendra Garnayak
  • Published: Monday, 28 January 2019
  • , Updated: 28 January 2019, 11:55 AM IST

ବଣାଇ(ରଣଜିତ ଚୌଧୁରୀ): ସୁନ୍ଦରଗଡ଼ ଜିଲ୍ଲା ବଣାଇ ବନଖଣ୍ଡର ଜରଡ଼ା ରେଞ୍ଜରେ ଏକ ହାତୀର ମୃତ୍ୟୁ ଘଟିଛି। ହାତୀଟିର ବୟସ ପ୍ରାୟ ୪ବର୍ଷ ହେବ ବୋଲି ଏସିଏଫ୍ କହିଛନ୍ତି।

ସୂଚନା ଅନୁସାରେ, ରାଇଗୁରି ଜଙ୍ଗଲରେ ଏକ ହାତୀ ପଲରୁ ବାହାରି ଯାଇ ସେ ଏକୁଟିଆ ହୋଇ ବୁଲୁଥିଲା। ହେଲେ ଗତକିଛି ଦିନ ହେଲା ସେ ଅସୁସ୍ଥ ହେବା ଦେଖି ବନବିଭାଗ ତାର ଚିକିତ୍ସା କରୁଥିଲା। ଗତକାଲି ହାତୀଟିର ମୃତ୍ୟୁ ହୋଇଛି। ତେବେ ତା’ର ମୃତ୍ୟୁର କାରଣ ଜଣାପଡ଼ି ନାହିଁ।

Related story