ବସ୍‌ ଓଲଟି ୪୦ ଆହତ

ଧର୍ମଗଡ଼(ଓଡ଼ିଶା ରିପୋର୍ଟର): ଓଲଟି ପଡ଼ିଲା ବସ୍। ଧର୍ମଗଡ଼ରୁ ହାଇଦ୍ରାବାଦ ଯାଉଥିବା ବସ୍ ଦୁର୍ଘଟଣାଗସ୍ତ ହୋଇ  ୪୦ ଆହତ ଜଣ ଆହତ ହୋଇଛନ୍ତି। କୋକସରା ନିକଟବର୍ତ୍ତୀ ବଡ଼କେନ୍ଦୁଗୁଡ଼ାରେ ବସଟି ଓଲଟିପଡ଼ିଲା। ଆହତ ୪୦ ଜଣଙ୍କ ମଧ୍ୟରୁ ୨୦ ଜଣ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।