ରସିକିଆ ବଡ଼ବାପା!

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ରସିକିଆ ବଡ଼ବାପାଙ୍କୁ ବାନ୍ଧିଲା ପୁଲିସ୍‌। ଇଏ ଏମିତିକା ସେମିତିକା ବଡ଼ବାପା ନୁହେଁ, ଦୁଷ୍କର୍ମକାରୀ ବଡ଼ବାପା! ନାବାଳିକା ଝିଆରୀକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି। ପ୍ରାୟ ତିନି ମାସରେ ଅଭିଯୁକ୍ତ ବଡ଼ବାପାକୁ ଧରିଛି ପୁଲିସ୍‌। ଏପରି ଲଜ୍ଜାଜନକ ଘଟଣା ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ଥାନା ଅଞ୍ଚଳରେ ଘଟିଛି। ଜୁନ୍‌ ୨୦ ତାରିଖରେ ପୁଇଁନ୍ତଲା ଥାନା ଅଞ୍ଚଳରେ ଜଣେ ୧୭ ବର୍ଷିୟା ନାବାଳିକା ଚାଷ ଜମିକୁ ଶୌଚ ପାଇଁ ଯାଇଥିଲେ। ସେହି ସମୟରେ ତାଙ୍କ ୪୦ […]

stopRape

stopRape

Manoranjan Sial
  • Published: Saturday, 08 October 2022
  • Updated: 08 October 2022, 05:12 PM IST

Sports

Latest News

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ରସିକିଆ ବଡ଼ବାପାଙ୍କୁ ବାନ୍ଧିଲା ପୁଲିସ୍‌। ଇଏ ଏମିତିକା ସେମିତିକା ବଡ଼ବାପା ନୁହେଁ, ଦୁଷ୍କର୍ମକାରୀ ବଡ଼ବାପା! ନାବାଳିକା ଝିଆରୀକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି। ପ୍ରାୟ ତିନି ମାସରେ ଅଭିଯୁକ୍ତ ବଡ଼ବାପାକୁ ଧରିଛି ପୁଲିସ୍‌। ଏପରି ଲଜ୍ଜାଜନକ ଘଟଣା ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ଥାନା ଅଞ୍ଚଳରେ ଘଟିଛି।

ଜୁନ୍‌ ୨୦ ତାରିଖରେ ପୁଇଁନ୍ତଲା ଥାନା ଅଞ୍ଚଳରେ ଜଣେ ୧୭ ବର୍ଷିୟା ନାବାଳିକା ଚାଷ ଜମିକୁ ଶୌଚ ପାଇଁ ଯାଇଥିଲେ। ସେହି ସମୟରେ ତାଙ୍କ ୪୦ ବର୍ଷିୟ ସମ୍ପର୍କୀୟ ବଡବାପା ରଂକନିଧି ମହାକୁଡ ତାଙ୍କୁ ଏକୁଟିଆ ପାଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ତେବେ କୌଶଳ କରି ନାବାଳିକା ଜଣକ ତାଙ୍କଠାରୁ ଖସି ଆସି ପରିବାର ଲୋକଙ୍କୁ ସବୁକଥା ଜଣାଇଥିଲେ। ଏହା ପରେ ନାବାଳିକାଙ୍କ ପରିବାର ଲୋକେ ଏନେଇ ପୁଇଁନ୍ତଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ପୁଲିସ ପକ୍ସୋ ଆକ୍ଟରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୁଲିସ୍‌ ବାରମ୍ୱାର ଅଭିଯୁକ୍ତକୁ ଧରିବା ପାଇଁ ତା’ ଗାଁକୁ ଯାଇ ନିରାଶ ହୋଇ ଫେରୁଥିଲା। ଅନ୍ୟପକ୍ଷରେ ଅଭିଯୁକ୍ତ ପାଟଣାଗଡ଼ ଥାନା ଉଲବା ଗାଁରେ ଆତ୍ମଗୋପନ କରିଥିଲା। ଏ ସମ୍ପର୍କରେ ଖବର ପାଇ ପୁଇଁନ୍ତଲା ଥାନା ପୁଲିସ୍‌ ଅଭିଯୁକ୍ତ ବଡ଼ବାପା ରଂକନିଧି ମହାକୁଡକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏବେ ଜେଲରେ ବଦମାସ୍‌ ବଡବାପା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story