ସ୍କାଏଲାଇଟ ଦେଇ ପଶିଲେ, ଲୁଟି ନେଲେ ନଗଦ ଦେଢ଼ ଲକ୍ଷ ଟଙ୍କା ଓ ୪ ଶହ ଗ୍ରାମ ସୁନା

ବ୍ରହ୍ମପୁର(ଜଗନ୍ନାଥ ସାହୁ): ୪ ମହଲାରେ ଥିବା ସ୍କାଏଲାଇଟ ଦେଇ ଭିତରେ ପଶିଲେ। ଏହାପରେ ଭିତରେ କଳାକନା ବୁଲାଇ ଦେଢ଼ ଲକ୍ଷ ଟଙ୍କା ନଗଦ ଓ ୪ ଶହ ଗ୍ରାମ ସୁନା ଲୁଟି ନେଲେ। ପ୍ରମାଣ ନଷ୍ଟ କରିବା ଲାଗି ସିସିଟିଭି ସଂଯୋଗ ମଧ୍ୟ କାଟି ଦେଲେ। ଅଭିନବ ଉପାୟରେ ଏପରି ଠକେଇ ଗତରାତିରେ ବ୍ରହ୍ମପୁର ବଡ଼ବଜାର ଅଞ୍ଚଳରେ ହୋଇଥିବା ବେଳେ ଏହା ଏବେ ପୁଲିସ୍‌ ପାଇଁ ନୂଆ ଚ୍ୟାଲେଞ୍ଜ ଛିଡ଼ା କରିଛି। ସୂଚନା ଅନୁଯାୟୀ, ବଡ଼ବଜାର ଅଞ୍ଚଳରେ […]

bmp

bmp

Niharika Rout
  • Published: Thursday, 17 December 2020
  • Updated: 17 December 2020, 02:50 PM IST

Sports

Latest News

ବ୍ରହ୍ମପୁର(ଜଗନ୍ନାଥ ସାହୁ): ୪ ମହଲାରେ ଥିବା ସ୍କାଏଲାଇଟ ଦେଇ ଭିତରେ ପଶିଲେ। ଏହାପରେ ଭିତରେ କଳାକନା ବୁଲାଇ ଦେଢ଼ ଲକ୍ଷ ଟଙ୍କା ନଗଦ ଓ ୪ ଶହ ଗ୍ରାମ ସୁନା ଲୁଟି ନେଲେ। ପ୍ରମାଣ ନଷ୍ଟ କରିବା ଲାଗି ସିସିଟିଭି ସଂଯୋଗ ମଧ୍ୟ କାଟି ଦେଲେ। ଅଭିନବ ଉପାୟରେ ଏପରି ଠକେଇ ଗତରାତିରେ ବ୍ରହ୍ମପୁର ବଡ଼ବଜାର ଅଞ୍ଚଳରେ ହୋଇଥିବା ବେଳେ ଏହା ଏବେ ପୁଲିସ୍‌ ପାଇଁ ନୂଆ ଚ୍ୟାଲେଞ୍ଜ ଛିଡ଼ା କରିଛି।

ସୂଚନା ଅନୁଯାୟୀ, ବଡ଼ବଜାର ଅଞ୍ଚଳରେ ଥିବା କେଶବ ଜୁଏଲର୍ସରୁ ଗତ ରାତିରେ ନଗଦ ଦେଢ଼ ଲକ୍ଷ ଟଙ୍କା ଓ ୪ ଶହ ଗ୍ରାମ ସୁନା ଚୋରି ହୋଇଛି। ଲୁଟେରାମାନେ ପ୍ରଥମେ ବିଲ୍ଡିଂର ସିସିଟିଭି ସଂଯୋଗ କାଟି ଦେଇଥିଲେ। ଏହାପରେ ଚତୁର୍ଥ ମହଲାକୁ ଉଠି ଯାଇଥିଲେ। ଏହାପରେ ସେଠାରେ ଲାଗିଥିବା ଲୁହା ସ୍କାଏଲାଇଟ ତାଡ଼ି ଭିତରେ ପଶିଥିଲେ । ଏହାପରେ ତୃତୀୟ ମହଲାରେ ଥିବା କ୍ୟାଶ କାଉଣ୍ଟରରୁ ନଗଦ ଟଙ୍କା ଓ ସୁନା ଲୁଟିଥିଲେ। ପରେ ଯେଉଁ  ସ୍କାଏଲାଇଟ ଦେଇ ପଶିଥିଲେ, ସେହି  ସ୍କାଏଲାଇଟ  ଦେଇ ବାହାରି ଯାଇଥିଲେ।।

ଘଟଣାସ୍ଥଳରେ ବ୍ରହ୍ମପୁର ଏସ୍‌ପି, ଏସ୍‌ଡିପିଓଙ୍କ ସମେତ ଟିମ୍ ପହଞ୍ଚି ତଦନ୍ତ କରୁଥିବା ବେଳେ ଅଭିଯୁକ୍ତଙ୍କ ଟେର ମିଳିପାରିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story