୪୧.୯୦ ଲକ୍ଷ ଚାଷୀଙ୍କୁ ‘କାଳିଆ’ ସହାୟତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଶ୍ଚିମ ଓଡ଼ିଶାର ଗଣପର୍ବ ‘ନୂଆଁଖାଇ’ ଅବସରରେ ଆଜି ୪୧ଲକ୍ଷ ୯୦ହଜାର ଚାଷୀଙ୍କୁ ରାଜ୍ୟ ସରକାର ୮୬୯.୪୦ କୋଟି ଟଙ୍କାର ‘କାଳିଆ’ ସହାୟତା ପ୍ରଦାନ କରିଛନ୍ତି । ସମସ୍ତ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ୨ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଛି । ଏହାସହିତ ଖୁବଶୀଘ୍ର ବନ୍ୟାଜନିତ ଫସଲ କ୍ଷତି ପାଇଁ ରାଜ୍ୟ ସରକାର ସହାୟତା ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି । ରାଜ୍ୟ ସରକାର ଗତ […]

Dhana

Dhana

Ordigital Desk
  • Published: Thursday, 01 September 2022
  • Updated: 01 September 2022, 07:58 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଶ୍ଚିମ ଓଡ଼ିଶାର ଗଣପର୍ବ ‘ନୂଆଁଖାଇ’ ଅବସରରେ ଆଜି ୪୧ଲକ୍ଷ ୯୦ହଜାର ଚାଷୀଙ୍କୁ ରାଜ୍ୟ ସରକାର ୮୬୯.୪୦ କୋଟି ଟଙ୍କାର ‘କାଳିଆ’ ସହାୟତା ପ୍ରଦାନ କରିଛନ୍ତି । ସମସ୍ତ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ୨ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଛି । ଏହାସହିତ ଖୁବଶୀଘ୍ର ବନ୍ୟାଜନିତ ଫସଲ କ୍ଷତି ପାଇଁ ରାଜ୍ୟ ସରକାର ସହାୟତା ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି ।
ରାଜ୍ୟ ସରକାର ଗତ ୨ବର୍ଷ ଧରି ‘ଅକ୍ଷୟ ତୃତୀୟା’ ଓ ‘ନୂଆଁଖାଇ’ରେ ଚାଷୀଙ୍କୁ ୨ଥର କାଳିଆ ସହାୟତା ବଂଟନ କରି ଆସୁଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପବିତ୍ର ନୂଆଁଖାଇର ଶୁଭେଚ୍ଛା ଜଣାଇବା ସହ ୪୧ଲକ୍ଷ ୮ହଜାର ୯୫୪ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ୮୧ହଜାର ୩୭୪ଜଣ ଭୂମିହୀନ ଚାଷୀଙ୍କ ଆକାଉଣ୍ଟକୁ ଚଳିତ ଆର୍ଥିକ ବର୍ଷ ପାଇଁ ‘କାଳିଆ’ର ଦ୍ୱିତୀୟ କିସ୍ତି ଭାବେ ୨ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିଛନ୍ତି ।
kalia
ଆଜି କାଳିଆ ସହାୟତା ବାବଦରେ ମୋଟ ୮୬୯କୋଟି ୪୦ଲକ୍ଷ ୫୨ହଜାର ୫୦୦ଟଙ୍କା ପ୍ରଦାନ କରାଯାଇଛି । ଏହି ଅବସର ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ‘କାଳିଆ ଯୋଜନା ଦେଶର ସବୁଠୁ ଭଲ ଯୋଜନା । ଛୋଟ ଚାଷୀଙ୍କ ପାଇଁ ଏହା ଆଶା ଓ ଭରସା ସୃଷ୍ଟି କରିପାରିଛି । ଭୂମିହୀନ ଚାଷୀଙ୍କ ଜୀବିକାର ସୁରକ୍ଷା ପାଇଁ ମଧ୍ୟ ଏହା ବହୁତ ସାହାଯ୍ୟ କରିଛି । ଗତ ମେ’ ମାସରେ ଅକ୍ଷୟ ତୃତୀୟା ଅବସରରେ ମଧ୍ୟ ଆମ ଚାଷୀ ଭାଇମାନଙ୍କୁ ୮୦୦କୋଟି ଟଙ୍କାରୁ ଅଧିକ ସହାୟତା ଦିଆଯାଇଥିଲା । ଏହି ସହାୟତା ଚାଷ କାମକୁ ଆଗେଇ ନେବାରେ ଅନେକାଂଶ ସାହାଯ୍ୟ କରିବ ।
ଚଳିତ ବନ୍ୟାଜନିତ କ୍ଷୟକ୍ଷତିର ଆକଳନ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛି । ଖୁବଶୀଘ୍ର ଫସଲ କ୍ଷତି ପାଇଁ ସହାୟତା ଯୋଗାଇ ଦିଆଯିବ । ଓଡ଼ିଶାର ଗୌରବକୁ ଚାଷୀଭାଇମାନେ ଉଜ୍ୱଳ କରିଛନ୍ତି । ଖାଦ୍ୟ ସୁରକ୍ଷାରେ ରାଜ୍ୟ ପାଇଁ ସୁନାମ ଆଣିଛନ୍ତି । ତେଣୁ ଚାଷୀଭାଇମାନଙ୍କ ନିକଟରେ ରାଜ୍ୟର ସବୁ ଲୋକ ଋଣି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ।
ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଏବେ ଦିଲ୍ଲୀ ଗସ୍ତରେ ଅଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story