ଗୋଟିଏ ସ୍କୁଲରେ ୪୧ ଛାତ୍ରୀ କରୋନା ପଜିଟିଭ

ରାୟଗଡ଼ା(ମାଉଡ଼ି ବାରିକ): ରାୟଗଡ଼ାର ଏକ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ୪୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହା ପରେ ସ୍କୁଲରେ ଭୟର ବାତାବରଣ ସୃଷ୍ଟି ହୋଇଛି। ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକର ସଦର  ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ଏହି ସ୍କୁଲରେ ମୋଟ ୩୪୦ ଛାତ୍ରୀ ପାଠପଢ଼ନ୍ତି। ଏଠାରେ ଗତ ବୁଧବାର ୧୨ ଜଣ ଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୨୯ ଜଣ […]

covid

covid

Niranjan Mishra
  • Published: Friday, 05 August 2022
  • Updated: 05 August 2022, 06:31 PM IST

Sports

Latest News

ରାୟଗଡ଼ା(ମାଉଡ଼ି ବାରିକ): ରାୟଗଡ଼ାର ଏକ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ୪୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହା ପରେ ସ୍କୁଲରେ ଭୟର ବାତାବରଣ ସୃଷ୍ଟି ହୋଇଛି। ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକର ସଦର  ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି।

ଏହି ସ୍କୁଲରେ ମୋଟ ୩୪୦ ଛାତ୍ରୀ ପାଠପଢ଼ନ୍ତି। ଏଠାରେ ଗତ ବୁଧବାର ୧୨ ଜଣ ଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୨୯ ଜଣ ଛାତ୍ରୀ ପଜିଟିଭ ଚିହ୍ନଟ ହୋଇଛନ୍ତି। କରୋନା ପଜିଟିଭ ଚିହ୍ନଟ ସମସ୍ତ ଛାତ୍ରୀମାନଙ୍କୁ ସ୍କୁଲ ପରିସର ଏକ ହଲ୍‌ରେ କରାଯାଇଥିବା ସଂଗରୋଧ ଶିବିରରେ ରଖାଯାଇଛି। ପଜିଟିଭ ଚିହ୍ନଟ ଛାତ୍ରୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ସମସ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥିବା ସୂଚନା ମିଳିଛି।

ହଷ୍ଟେଲରେ ରହୁଥିବା ଛାତ୍ରୀମାନଙ୍କର ଆଜି କରୋନା ଟେଷ୍ଟ୍ ପାଇଁ ସ୍ୱାବ ସଂଗ୍ରହ କରାଯାଇଛି ବୋଲି ଜିଲ୍ଲା ମଙ୍ଗଳ ଅଧିକାରୀ ଅଶୋକ କୁମାର ଶତପଥୀ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ସ୍କୁଲର କିଛି ପିଲାଙ୍କୁ ଥଣ୍ଡା ହେବାରୁ ସେମାନଙ୍କୁ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ସେମାନଙ୍କ କରୋନା ପରୀକ୍ଷା କରାଯାଇଥିଲା। ରିପୋର୍ଟ ପଜିଟିଭ ଆସିବା ପରେ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ସ୍କୁଲର ଅନ୍ୟ ଛାତ୍ରୀମାନଙ୍କ କରୋନା ପରୀକ୍ଷା କରାଯାଇଥିଲା। ଏବେ ମୋଟ ୪୧ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତେବେ ଅଧିକାଂଶ ଛାତ୍ରୀମାନଙ୍କ ଥଣ୍ଡା ଓ ଜ୍ୱର ଭଳି କୌଣସି ଲକ୍ଷଣ ନାହିଁ। ସେମାନେ ସୁସ୍ଥ ଅଛନ୍ତି। ସ୍ଥିତିକୁ ଦୃଷ୍ଟିରେ ରଖି ଆବଶ୍ୟକ ହେଲେ କରୋନା ଆକ୍ରାନ୍ତ ଛାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବ।

ସେପଟେ ଛାତ୍ରୀମାନଙ୍କ କରୋନା ପଜିଟିଭ ଚିହ୍ନଟ ପରେ ସେମାନଙ୍କ ପରିବାର ଲୋକ ଚିନ୍ତାରେ ପଡ଼ିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story