୪୨୦ ଏଟିଏମ୍‌ ଲୁଟେରା ଗିରଫ

ଧର୍ମଗଡ଼(ଇଙ୍ଗିତ ପଣ୍ଡା): ଟଙ୍କା ଉଠାଇବା ପାଇଁ ଆସୁଥିବା ଲୋକଙ୍କୁ ସାହାଯ୍ୟ କରିବା ବାହାନାରେ ଅସଲି ଏଟିଏମ୍‌ କାର୍ଡ଼ ନେଇ ନକଲି ଦେଉଥିଲା। ଆଉ ପରେ ସମୟ ସୁବିଧା ଦେଖି ପୂରା ଆକାଉଣ୍ଟ ଖାଲି କରିଦେଉଥିଲା। ଏପରି ୪୨୦ ଲୁଟେରା ଗିରଫ ହୋଇଛି। କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ପୁଲିସ ଏପରି ଚୋରକୁ ଧରିବାରେ ସଫଳ ହୋଇଛି। ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଅଞ୍ଚଳର ଚୈବନ୍‌ ନାଗ। ଟଙ୍କା ଉଠାଇବା ବାହାନାରେ ଯାଇ ଏଟିଏମ୍‌ ପାଖରେ ଛିଡ଼ା ହୁଅନ୍ତି। ଏଟିଏମ୍‌କୁ […]

atm-lootera

atm-lootera

Manoranjan Sial
  • Published: Saturday, 14 November 2020
  • Updated: 14 November 2020, 05:47 PM IST

Sports

Latest News

ଧର୍ମଗଡ଼(ଇଙ୍ଗିତ ପଣ୍ଡା): ଟଙ୍କା ଉଠାଇବା ପାଇଁ ଆସୁଥିବା ଲୋକଙ୍କୁ ସାହାଯ୍ୟ କରିବା ବାହାନାରେ ଅସଲି ଏଟିଏମ୍‌ କାର୍ଡ଼ ନେଇ ନକଲି ଦେଉଥିଲା। ଆଉ ପରେ ସମୟ ସୁବିଧା ଦେଖି ପୂରା ଆକାଉଣ୍ଟ ଖାଲି କରିଦେଉଥିଲା। ଏପରି ୪୨୦ ଲୁଟେରା ଗିରଫ ହୋଇଛି। କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ପୁଲିସ ଏପରି ଚୋରକୁ ଧରିବାରେ ସଫଳ ହୋଇଛି।

ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଅଞ୍ଚଳର ଚୈବନ୍‌ ନାଗ। ଟଙ୍କା ଉଠାଇବା ବାହାନାରେ ଯାଇ ଏଟିଏମ୍‌ ପାଖରେ ଛିଡ଼ା ହୁଅନ୍ତି। ଏଟିଏମ୍‌କୁ ଆସୁଥିବା ଲୋକଙ୍କୁ ଟଙ୍କା ଉଠାଇବାରେ ସହଯୋଗ କରନ୍ତି। ସେ ପ୍ରଥମେ କୌଶଳ କରି ଲୋକଙ୍କଠାରୁ ଅସିଲି ଏଟିଏମ୍‌ କାର୍ଡ଼ ଓ ପିନ୍‌ ନମ୍ୱର ନେଇଥିଲା। ଟଙ୍କା ଉଠାଇବା ପରେ ନକଲି ଏଟିଏମ୍‌ କାର୍ଡ଼ ଫେରାଉଥିଲା। ଏହା ପରେ ସମୟ ସୁବିଧା ଦେଖି ଆକାଉଣ୍ଟ ଖାଲି କରିଦେଉଥିଲା। ଚୈବନ ଏପରି ଉପାୟରେ ବିଭିନ୍ନ ଜିଲ୍ଲାରେ ବୁଲି ବୁଲି ଟଙ୍କା ହଡପ୍‌ କରୁଥିବା ଅଭିଯୋଗ ହୋଇଥିଲା।

ଗତ ୬ ତାରିଖରେ ଏଟିଏମ୍‌ରୁ ଟଙ୍କା ହଡ୍‌ପ ନେଇ ଜୁନାଗଡ଼ ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚୈବନଙ୍କୁ ଗିରଫ କରିଛି। ତାଙ୍କଠାରୁ ପୁଲିସ ୭ଟି ଏଟିଏମ୍‌ କାର୍ଡ, ନଗଦ ୬୭୦୦୦ ଓ ୨ଟି ମୋବାଇଲ୍‌ ଜବତ କରିଛି। ଏହି କାରବାରରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ତାହା ଉପରେ ପୁଲିସ ତଦନ୍ତ ଚଳାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story