ଦିଲ୍ଲୀରୁ ଭୁବନେଶ୍ୱର ଆସୁଥିଲା ଟ୍ରକ୍‌, ଫାଇନ୍‌ ପଡ଼ିଲା ୪୪ ଲକ୍ଷ ଟଙ୍କା ‌

କେନ୍ଦୁଝର(ପ୍ରଣୟ ପାଣି): ଜିଏସ୍‌ଟି ଓ କମର୍ସିଆଲ ଟ୍ୟାକ୍ସ ଫାଙ୍କିବା ଅଭିଯୋଗରେ ଏକ ଗୁଟଖା ବୋଝେଇ ଟ୍ରକ୍‌ ଉପରେ ହେଲା ୪୪ ଲକ୍ଷ ୬୪ ହଜାର ୨ ଶହ ୭୨ ଟଙ୍କାର ଜରିମାନା। ଦିଲ୍ଲୀରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ଟ୍ରକ୍‌ ଉପରେ ଗତକାଲି କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ମୁରୁସୁଆଁ ନିକଟରେ ଚଢାଉ କରି ଏହି ଜରିମାନା ହୋଇଛି। ଓଡ଼ିଶା ଇତିହାସରେ ଗୋଟିଏ ଟ୍ରକ ଉପରେ ଏତେ ପରିମାଣର  ଜରିମାନା ହେବା ପ୍ରଥମ ଘଟଣା। ସୂଚନାଯୋଗ୍ୟ,  ଚମ୍ପୁଆ […]

seized truck

seized truck

Niharika Rout
  • Published: Monday, 29 March 2021
  • Updated: 29 March 2021, 03:05 PM IST

Sports

Latest News

କେନ୍ଦୁଝର(ପ୍ରଣୟ ପାଣି): ଜିଏସ୍‌ଟି ଓ କମର୍ସିଆଲ ଟ୍ୟାକ୍ସ ଫାଙ୍କିବା ଅଭିଯୋଗରେ ଏକ ଗୁଟଖା ବୋଝେଇ ଟ୍ରକ୍‌ ଉପରେ ହେଲା ୪୪ ଲକ୍ଷ ୬୪ ହଜାର ୨ ଶହ ୭୨ ଟଙ୍କାର ଜରିମାନା। ଦିଲ୍ଲୀରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ଟ୍ରକ୍‌ ଉପରେ ଗତକାଲି କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ମୁରୁସୁଆଁ ନିକଟରେ ଚଢାଉ କରି ଏହି ଜରିମାନା ହୋଇଛି। ଓଡ଼ିଶା ଇତିହାସରେ ଗୋଟିଏ ଟ୍ରକ ଉପରେ ଏତେ ପରିମାଣର  ଜରିମାନା ହେବା ପ୍ରଥମ ଘଟଣା।

ସୂଚନାଯୋଗ୍ୟ,  ଚମ୍ପୁଆ ଥାନା ମୁରୁସୁଆଁ ନିକଟରେ ଗତ କାଲି ଅପରାହ୍ନରେ ଏକ ୧୪ ଚକିଆ ଟ୍ରକ  ( NL01L6765 )କୁ ସଂନ୍ଦେହ କରି ବଡ଼ବିଲ ସିଟି ଆଣ୍ଡ ଜିଏସଟି ଏନଫୋର୍ସମେଣ୍ଟ ୟୁନିଟ୍ ଅଟକାଇଥିଲା। ଗାଡ଼ିଟି ଦିଲ୍ଲୀରୁ  ଭୁବନେଶ୍ୱର ଯାଉଥିଲା।  ଗାଡ଼ିକୁ ଯାଞ୍ଚ ବେଳେ ସେଥିରେ  ୩୨୦ ବାକ୍ସ  ଗୁଟଖା ପାନ ମସଲା,  ୩୨ ବ୍ୟାଗ ତମାଖୁ ଥିବା ଜଣା ପଡ଼ିଥିଲା।

ଚେକିଙ୍ଗ ସମୟରେ ଗାଡ଼ିଟି କୌଣସି ସଠିକ କାଗଜପତ୍ର  ଇ-ୱାଇବିଲ୍ ଏବଂ ସଠିକ୍ ଟ୍ୟାକ୍ସ ଇନଭଏସ୍, ଆଦି ଦେଖାଇ ପାରି ନ ଥିଲେ ଡ୍ରାଇଭର । ଫଳରେ ଗାଡିଟିକୁ ଚମ୍ପୁଆ ଥାନାକୁ ନେଇ ଯାଞ୍ଚ କରାଯାଇଥିଲା । ଏହାପରେ ଏସବୁ ପାଇଁ ଗାଡ଼ି ଉପରେ ୪୪ ଲକ୍ଷ ୬୪ ହଜାର ୨ ଶହ ୭୨ ଟଙ୍କାର ଜରିମାନା ପକାଯାଇଛି।   ଗୋଟିଏ ଗାଡି ଉପରେ  ଏତେ ଟଙ୍କାର ଜରିମାନା   ଓଡ଼ିଶାରେ ପ୍ରଥମ ବୋଲି ବଡ଼ବିଲ ସିଟି ଆଣ୍ଡ ଜିଏସଟି ଏନଫୋର୍ସମେଣ୍ଟ ୟୁନିଟ୍ ହେଡ ଶ୍ରୀ ସୂର୍ଯ୍ୟ ନାରାୟଣ ସେଲି ସୂଚନା ଦେଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story