କୋରାପୁଟରୁ ଆସି କୋକସରାରେ ଧରାପଡ଼ିଲେ

ଧର୍ମଗଡ଼ (ଇଙ୍ଗିତ ପଣ୍ଡା): କଳାହାଣ୍ଡି ଜିଲ୍ଲା କୋକସରା ଥାନା ପୁଲିସ୍ ୩ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ୪୫ କେଜିରୁ ଅଧିକ ଗଞ୍ଜେଇ ସହିତ ଗୋଟିଏ ବୋଲେରୋ ଜବତ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ କୋରାପୁଟ ଜିଲ୍ଲା ପାଡ଼ୁଆ ଗାଁର ଭିକାରୀ ଖରା, ଗୋବିନ୍ଦ ପୂଜାରୀ ଓ ଅଠାଗୁଡ଼ା ଗାଁର ଶଙ୍କର ରାଓ। କୋକସରା ଆଇଆଇସି ରମଣୀ ରଞ୍ଜନ ଦଳେଇଙ୍କ ସୂଚନା ଅନୁଯାୟୀ, ଗତକାଲି କୋରାପୁଟରୁ ଏକ ବୋଲେରୋରେ କୋକସରା ଥାନା ଅଞ୍ଚଳକୁ ଗଞ୍ଜେଇ […]

ganja

ganja

Jitendra Garnayak
  • Published: Sunday, 01 August 2021
  • Updated: 01 August 2021, 11:49 AM IST

ଧର୍ମଗଡ଼ (ଇଙ୍ଗିତ ପଣ୍ଡା): କଳାହାଣ୍ଡି ଜିଲ୍ଲା କୋକସରା ଥାନା ପୁଲିସ୍ ୩ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ୪୫ କେଜିରୁ ଅଧିକ ଗଞ୍ଜେଇ ସହିତ ଗୋଟିଏ ବୋଲେରୋ ଜବତ କରାଯାଇଛି।

ଗିରଫ ଅଭିଯୁକ୍ତମାନେ ହେଲେ କୋରାପୁଟ ଜିଲ୍ଲା ପାଡ଼ୁଆ ଗାଁର ଭିକାରୀ ଖରା, ଗୋବିନ୍ଦ ପୂଜାରୀ ଓ ଅଠାଗୁଡ଼ା ଗାଁର ଶଙ୍କର ରାଓ।

କୋକସରା ଆଇଆଇସି ରମଣୀ ରଞ୍ଜନ ଦଳେଇଙ୍କ ସୂଚନା ଅନୁଯାୟୀ, ଗତକାଲି କୋରାପୁଟରୁ ଏକ ବୋଲେରୋରେ କୋକସରା ଥାନା ଅଞ୍ଚଳକୁ ଗଞ୍ଜେଇ ଚାଲାଣ ହେଉଥିବା ନେଇ ସେମାନଙ୍କ ନିକଟରେ ଖବର ପହଞ୍ଚିଥିଲା। ଏହା ପରେ କୋକସରା ପୁଲିସ୍ ଟେମରା ମଦଭାଟି ଛକ ନିକଟରେ ପାଟ୍ରୋଲିଂ କରୁଥିବା ବେଳେ ଏହି ବୋଲେରୋଟିକୁ ଅଟକାଇଥିଲା। କିନ୍ତୁ ବୋଲେରୋଟି ଅଟକି ନଥିଲା। ଏହା ପରେ ପାଟ୍ରୋଲିଂ ପୋଲିସ୍ ବୋଲେରୋଟିକୁ ପିଛା କରିଥିଲା।

ସିର୍ଲିଗୁଡ଼ା ନିକଟରେ ଗାଡ଼ି ଛାଡ଼ି ଅଭିଯୁକ୍ତମାନେ ଦୌଡ଼ି ପଳାଉଥିବା ବେଳେ ପୁଲିସ୍ ସେମାନଙ୍କୁ ଧରିବାରେ ସଫଳ ହୋଇଥିଲା। ତେବେ ବୋଲେରୋ ଡ୍ରାଇଭର ଖସି ଯିବାରେ ସଫଳ ହୋଇଥିଲା।

କୋକସରା ପୁଲିସ୍ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story