ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମାଡ଼ି ଚାଲିଛି ମହାମାରୀ। ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ଏବେ ୫ ହଜାର ମୁହାଁ ହୋଇଥିବା ବେଳେ ଉପରମୁହାଁ ରହିଛି ଗ୍ରାଫ। ଗତକାଲି ରାଜ୍ୟରେ ୪,୭୬୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଏହି ସଂଖ୍ୟା ୪୮୫୧ ରହିଛି। ସେହିପରି ଗତକାଲି ପରି ଆଜି ବି ରାଜ୍ୟରେ ୫ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି।
ରାଜ୍ୟରେ ଚିହ୍ନଟ ୪୮୫୧ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୦୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡ଼ରୁ ୫୧୬, ନୂଆପଡ଼ାରୁ ୪୮୬ ଓ ବରଗଡ଼ ଜିଲ୍ଲାରୁ ୩୧୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଅନୁଗୁଳ ଜିଲ୍ଲାରୁ ୧୧୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱର ଜିଲ୍ଲାରୁ ୫୨, ଭଦ୍ରକରୁ ୭୩, ବଲାଙ୍ଗିରରୁ ୨୨୭, ବୌଦ୍ଧରୁ ୨୨, କଟକରୁ ୩୦୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଦେବଗଡ଼ ଜିଲ୍ଲାରୁ ୩୫, ଢେଙ୍କାନାଳରୁ ୩୧, ଗଜପତିରୁ ୩୫, ଗଞ୍ଜାମର ୧୫୧, ଜଗତସିଂହପୁରରୁ ୩୯, ଯାଜପୁରରୁ ୬୪, ଝାରସୁଗୁଡ଼ାରୁ ୨୯୦, କଳାହାଣ୍ଡିରୁ ୭୯, କନ୍ଧମାଳରୁ ୨୭, କେନ୍ଦ୍ରାପଡ଼ାରୁ ୫୮, କେନ୍ଦୁଝରରୁ ୧୬୬, କୋରାପୁଟରୁ ୬୨, ମାଲକାନଗିରିରୁ ୩୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଏହାବ୍ୟତୀତ ମୟୂରଭଞ୍ଜରୁ ୭୮, ନବରଙ୍ଗପୁରରୁ ୧୯୪, ନୟାଗଡ଼ରୁ ୬୬, ପୁରୀରୁ ୨୨୩, ରାୟଗଡ଼ା ଜିଲ୍ଲାରୁ ୮୫, ସମ୍ବଲପୁରରୁ ୧୭୧, ସୋନପୁରରୁ ୯, ସୁନ୍ଦରଗଡ଼ରୁ ୫୧୬, ଷ୍ଟେଟପୁଲରୁ ୧୪୫ ଆକ୍ରାନ୍ତ ଚିହ୍ନଟ ହେଲେ।
୪୮୫୧ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ପଜିଟିଭ ସଂଖ୍ୟା ୩,୮୨,୩୧୫ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୩,୪୯,୩୭୭ ସୁସ୍ଥ ହୋଇ ସାରିଲେଣି। ଏହାବ୍ୟତୀତ ରାଜ୍ୟରେ ଏବେ ୩୦୯୨୭ ଆକ୍ଟିଭ କେସ୍ ରହିଛି।
Covid-19 Report For 20th April
New Positive Cases: 4851
In quarantine: 2814
Local contacts: 2037(Details of local contacts will be shared by concerned Dist Administration)
District Wise Cases:
1. Angul: 111
2. Balasore: 52
3. Bargarh: 318
4. Bhadrak: 73
5. Balangir: 227— I & PR Department, Odisha (@IPR_Odisha) April 21, 2021
6. Boudh: 22
7. Cuttack: 304
8. Deogarh: 35
9. Dhenkanal: 31
10. Gajapati: 35
11. Ganjam: 151
12. Jagatsinghpur: 39
13. Jajpur: 64
14. Jharsuguda: 290
15. Kalahandi: 79
16. Kandhamal: 27
17. Kendrapada: 58
18. Keonjhar: 166
19. Khurda: 703
20. Koraput: 62
21. Malkangiri: 31— I & PR Department, Odisha (@IPR_Odisha) April 21, 2021
22. Mayurbhanj: 78
23. Nawarangpur: 194
24. Nayagarh: 66
25. Nuapada: 486
26. Puri: 223
27. Rayagada: 85
28. Sambalpur: 171
29. Sonepur: 9
30. Sundargarh: 516
31. State Pool: 145New recovery: 1740
Cumulative tested: 9706949
Positive: 382315
Recovered: 349377
Active case: 30927— I & PR Department, Odisha (@IPR_Odisha) April 21, 2021
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।