ଭୂଅର୍ଜନ ଅଧିକାରୀଙ୍କୁ ପିଟିବା ମହଙ୍ଗା ପଡ଼ିଲା, ବନ୍ଧା ହେଲେ ୫ ମହିଳା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତକାଲି ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ପ୍ରକଳ୍ପର ଭୂ-ଅର୍ଜନ ଅଧିକାରୀଙ୍କ କାର୍ଯ୍ୟାଳୟରେ ପଶି ତାଙ୍କୁ ଝାଡ଼ୁରେ ପିଟିବା ମହଙ୍ଗା ପଡ଼ିଲା। ଏହି ଘଟଣାକୁ ଗୁରୁତର ସହ ନେଇ ୫  ମହିଳାଙ୍କୁ ବାନ୍ଧିଛି ନୟାଗଡ଼ ପୁଲିସ୍‌ । ଭୂଅର୍ଜନ ଅଧିକାରୀ ସଂଜୟ ପ୍ରତିହାରୀ ଗତକାଲି ନିଜ କାର୍ଯ୍ୟାଳୟରେ ଥିବା ବେଳେ କିଛି ମହିଳା ତାଙ୍କ କାର୍ଯ୍ୟାଳୟରେ ପଶିଥିଲେ। ସେମାନେ ସଞ୍ଜୟଙ୍କୁ ଜୋରଜବରଦସ୍ତି ଚୁଡ଼ି, ଶଙ୍ଖା, ସିନ୍ଦୁର ପିନ୍ଧାଇବା ସହ କାର୍ଯ୍ୟାଳୟ ବାହାରକୁ ଟାଣି ଆଣିଥିଲେ। ଏହାପରେ ଝାଡ଼ୁ, ଚପଲରେ […]

Pic

Pic

Niharika Rout
  • Published: Thursday, 29 September 2022
  • Updated: 29 September 2022, 01:08 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତକାଲି ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ପ୍ରକଳ୍ପର ଭୂ-ଅର୍ଜନ ଅଧିକାରୀଙ୍କ କାର୍ଯ୍ୟାଳୟରେ ପଶି ତାଙ୍କୁ ଝାଡ଼ୁରେ ପିଟିବା ମହଙ୍ଗା ପଡ଼ିଲା। ଏହି ଘଟଣାକୁ ଗୁରୁତର ସହ ନେଇ ୫  ମହିଳାଙ୍କୁ ବାନ୍ଧିଛି ନୟାଗଡ଼ ପୁଲିସ୍‌ ।

ଭୂଅର୍ଜନ ଅଧିକାରୀ ସଂଜୟ ପ୍ରତିହାରୀ ଗତକାଲି ନିଜ କାର୍ଯ୍ୟାଳୟରେ ଥିବା ବେଳେ କିଛି ମହିଳା ତାଙ୍କ କାର୍ଯ୍ୟାଳୟରେ ପଶିଥିଲେ। ସେମାନେ ସଞ୍ଜୟଙ୍କୁ ଜୋରଜବରଦସ୍ତି ଚୁଡ଼ି, ଶଙ୍ଖା, ସିନ୍ଦୁର ପିନ୍ଧାଇବା ସହ କାର୍ଯ୍ୟାଳୟ ବାହାରକୁ ଟାଣି ଆଣିଥିଲେ। ଏହାପରେ ଝାଡ଼ୁ, ଚପଲରେ ନିସ୍ତୁକ ପିଟିଥିଲେ। ଏହି ଘଟଣାର ଭିଡିଓ ଭାଇରାଲ ହୋଇଥିବା ବେଳେ ଏହାକୁ ଆଧାର କରି ତଦନ୍ତ ଆରମ୍ଭ କରିଛି ପୁଲିସ୍‌ ।

ପୁଲିସ୍‌ ଏଯାବତ ୫ ମହିଳାଙ୍କୁ ଗିରଫ କରି ସାରିଥିବା ବେଳେ ଏଥିରେ ଆଉ ୬ ଜଣ ସମ୍ପୃକ୍ତ ଥିବା ଜଣାଯାଇଛି। ପୁଲିସ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ସେମାନଙ୍କୁ ଖୋଜୁଛି।  ଅନ୍ୟ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ସହ ସରକାରୀ ଅଧିକାରୀଙ୍କ ସୁରକ୍ଷା ଦାବିରେ ନୟାଗଡ଼ ଅତିରିକ୍ତ ଜିଲ୍ଲାପାଳ ଓ ଏସ୍ପିଙ୍କୁ OAS ସଂଘ ପକ୍ଷରୁ ଦାବି ପତ୍ର ପ୍ରଦାନ କରାଯାଇଛି ।

ସୂଚନା ଅନୁଯାୟୀ, ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ କାର୍ଯ୍ୟ ଚାଲିଥିବା ବେଳେ ସ୍ଥାନୀୟ ଅଞ୍ଚଳର ହଜାର ହଜାର ଲୋକଙ୍କ ଚାଷଜମି ଅଧିଗ୍ରହଣ କରିଛି ରେଳ ବିଭାଗ। ହେଲେ ସେମାନେ ଜମି ବାବଦକୁ ପାଇଥିବାକୁ ଥିବା ଅର୍ଥ ପ୍ରଦାନରେ ବହୁ ବିଳମ୍ବ ହେଉଛି। କ୍ଷତିପୂରଣ ପାଇଁ ବାରମ୍ବାର ଭୂଅର୍ଜନ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଦୌଡ଼ି ନିରାଶ ହେବା ପରେ ଗତକାଲି କିଛି ମହିଳା ଏଭଳି  କାଣ୍ଡ ଘଟାଇଥିଲେ।  କ୍ଷତିପୂରଣ ଦେବାକୁ ଶ୍ରୀ ପ୍ରତିହାରୀ ଜମିହରାଙ୍କୁ ଲାଞ୍ଚ ମାଗୁଥିବା ବି ଅଭିଯୋଗ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story