ଦେବରାଜ ହତ୍ୟା ମାମଲାର ପର୍ଦ୍ଦାଫାସ, ପୂର୍ବ ଶତ୍ରୁତାରୁ ଗଡ଼ିଥିଲା ମୁଣ୍ଡ

ବ୍ରହ୍ମପୁର (ଜଗନ୍ନାଥ ସାହୁ): ବେଗୁନିଆପଡ଼ାର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦେବରାଜ ସାହୁ ହତ୍ୟା ମାମଲାର ପର୍ଦ୍ଦାଫାସ ହୋଇଛି। ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ଦକ୍ଷିଣାଞ୍ଚଳ ପୁଲିସ ଡିଆଇଜି ସତ୍ୟବ୍ରତ ଭୋଇ। ପୁଲିସ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କ ସହ ୫ ଜଣଙ୍କୁ ଗିରଫ କରିଥିବା ବେଳେ ମାରଣାସ୍ତ୍ର ଜବତ କରିଛି। ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ାର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦେବରାଜ ସାହୁ ଓ ଅଜୟ ବାରିକଙ୍କ ମଧ୍ୟରେ ଗତ ୨ରୁ ୩ ବର୍ଷ […]

crime

crime

Manoranjan Sial
  • Published: Monday, 25 January 2021
  • Updated: 25 January 2021, 05:46 PM IST

Sports

Latest News

ବ୍ରହ୍ମପୁର (ଜଗନ୍ନାଥ ସାହୁ): ବେଗୁନିଆପଡ଼ାର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦେବରାଜ ସାହୁ ହତ୍ୟା ମାମଲାର ପର୍ଦ୍ଦାଫାସ ହୋଇଛି। ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ଦକ୍ଷିଣାଞ୍ଚଳ ପୁଲିସ ଡିଆଇଜି ସତ୍ୟବ୍ରତ ଭୋଇ। ପୁଲିସ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କ ସହ ୫ ଜଣଙ୍କୁ ଗିରଫ କରିଥିବା ବେଳେ ମାରଣାସ୍ତ୍ର ଜବତ କରିଛି।

ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ାର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦେବରାଜ ସାହୁ ଓ ଅଜୟ ବାରିକଙ୍କ ମଧ୍ୟରେ ଗତ ୨ରୁ ୩ ବର୍ଷ ଧରି ତୀକ୍ତତା ଲାଗି ରହିଥିଲା। ଏପରିକି ଗତ ସେପ୍ଟେମ୍ୱରରେ ଦେବରାଜଙ୍କ ଗୋଷ୍ଠୀ, ଅଜୟଙ୍କ ଗୋଷ୍ଠୀ ଉପରେ ଆକ୍ରମଣ କରିଥିଲେ। ଯେଉଁଥିପାଇଁ ଅଜୟ କିଛି ଦିନ ଧରି ଘରୁ ଫେରାର ହୋଇଯାଇ ଥିଲେ। ଆଉ ପ୍ରତିଶୋଧ ନେବା ପାଇଁ ରଚୁଥିଲେ ଚକ୍ରବ୍ୟୂହ। ହତ୍ୟାକାଣ୍ଡ କରିବା ପାଇଁ ମାଗାଜିନ୍‌ ଓ ଗୁଳି କିଣିଥିଲେ।

ଗତ ୨୦ ତାରିଖ ସକାଳେ ଦେବରାଜ ସୁମଣ୍ଡଳ ଛକରେ ଛିଡ଼ା ହୋଇ ଚା’ ପିଉଥିଲେ। ଏହି ସମୟରେ ୩ ଦୁର୍ବୃତ୍ତ କାରରେ ଆସି ଅତର୍କିତ ଗୁଳିଚାଳନା କରି ଫେରାର ହୋଇଯାଇଥିଲେ। ଘଟଣାସ୍ଥଳରେ ହିଁ ଦେବରାଜଙ୍କ ମୃତ୍ୟୁ ହୋଇଥିଲା।

ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଆଜି ମାଷ୍ଟର ମାଇଣ୍ଡ ଅଜୟ ବାରିକଙ୍କ ସମେତ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୬୩ଟି ଗୁଳି, ୩ ମାଉଜର, ୫ ମାଗାଜିନ ଜବତ ଜବତ କରିଛି। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ବଳରାମ ପରିଡ଼ା, ପବନ ପାହାଣ, ପ୍ରଶାନ୍ତ ସ୍ୱାଇଁ ଓ ଗଗନ ବିଶ୍ୱାଳ। ତେବେ ଏହି ହତ୍ୟାକାଣ୍ଡରେ ବ୍ୟବହୃତ ମାଗାଜିନ ଓ ଗୁଳି କେଉଁଠୁ ଆଣିଲେ, ତାହା ଉପରେ ତଦନ୍ତ ଚାଲିଛି ବୋଲି ଦକ୍ଷିଣାଞ୍ଚଳ ପୁଲିସ ଡିଆଇଜି ସତ୍ୟବ୍ରତ ଭୋଇ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story