ବିଦ୍ୟୁତ୍‌ ତାର ନେଇଗଲା ୫ ଗୋରୁର ଜୀବନ

ନୂଆପଡ଼ା(ମାୟାଧର ସରଫ୍‌): ନୂଆପଡ଼ା ଜିଲ୍ଲା କରଙ୍ଗାଉଟା ଗାଁରେ ବିଦ୍ୟୁତ୍‌ ତାର ଲାଗି ୫ଟି ଗୋରୁଙ୍କ ମୃତ୍ୟୁ ଘଟିଛି। ଆଜି ସକାଳେ ଗାଁର କିଛି ଚାଷୀଙ୍କ ଗୋରୁ ଜମିକୁ ଚରିବାକୁ ଯାଇଥିଲେ। ସେଠାରେ ପୂର୍ବରୁ ଛିଣ୍ଡି ପଡ଼ିଥିବା ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଯାଇଥିଲେ। ଫଳରେ ଘଟଣାସ୍ଥଳରେ ୨ଟି ବଳଦ ଓ ୩ଟି ବାଛୁରୀଙ୍କ ମୃତ୍ୟୁ ହୋଇଥିଲା। ଲୋକନାଥ ନାଏକଙ୍କ ୨ଟି, ଡେଜରାମ ନଏକଙ୍କ ୨ଟି ଓ କେନ୍ଦା ନାଏକଙ୍କ ଗୋଟିଏ ଗୋରୁ ମରିଥିବା ଜଣାପଡ଼ିଛି। […]

dead

dead

Rakesh Mallick
  • Published: Friday, 25 May 2018
  • Updated: 25 May 2018, 10:03 AM IST

Sports

Latest News

ନୂଆପଡ଼ା(ମାୟାଧର ସରଫ୍‌): ନୂଆପଡ଼ା ଜିଲ୍ଲା କରଙ୍ଗାଉଟା ଗାଁରେ ବିଦ୍ୟୁତ୍‌ ତାର ଲାଗି ୫ଟି ଗୋରୁଙ୍କ ମୃତ୍ୟୁ ଘଟିଛି।

ଆଜି ସକାଳେ ଗାଁର କିଛି ଚାଷୀଙ୍କ ଗୋରୁ ଜମିକୁ ଚରିବାକୁ ଯାଇଥିଲେ। ସେଠାରେ ପୂର୍ବରୁ ଛିଣ୍ଡି ପଡ଼ିଥିବା ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଯାଇଥିଲେ। ଫଳରେ ଘଟଣାସ୍ଥଳରେ ୨ଟି ବଳଦ ଓ ୩ଟି ବାଛୁରୀଙ୍କ ମୃତ୍ୟୁ ହୋଇଥିଲା। ଲୋକନାଥ ନାଏକଙ୍କ ୨ଟି, ଡେଜରାମ ନଏକଙ୍କ ୨ଟି ଓ କେନ୍ଦା ନାଏକଙ୍କ ଗୋଟିଏ ଗୋରୁ ମରିଥିବା ଜଣାପଡ଼ିଛି। କ୍ଷତିପୂରଣ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos