ବିଲରେ କାମ କରୁଥିବା ବେଳେ ଟଳିପଡ଼ିଲେ ୬ ଚାଷୀ

କେନ୍ଦ୍ରପଡ଼ା/ପୁରୀ(ଓଡ଼ିଶା ରିପୋର୍ଟର): ବିଲରେ ଚାଷ କାମ କରୁଥିବା ବେଳେ ବଜ୍ରପାତ ହେବାରୁ ଟଳି ପଡ଼ିଲେ ୬ ଜଣ ଚାଷୀ। ଆଉ ୪ ଜଣ ଚାଷୀ ଗୁରୁତର ଆହତ ହୋଇଛନ୍ତି। ଆଜି ମଧ୍ୟାହ୍ନରେ ଏପରି ଅଭାବନୀୟ ଘଟଣା କେନ୍ଦ୍ରପଡ଼ା ଓ ପୁରୀ ଜିଲ୍ଲାର ବିଭିନ୍ନ ଗାଁରେ ଘଟିଛି। ଚଳିତବର୍ଷରେ ବିଳମ୍ୱରେ ବର୍ଷା ହୋଇଛି। ସେଥିପାଇଁ ଚାଷୀ ଭାଇମାନେ ତରତର ହୋଇ ବିଲରେ ତଳି ରୁଆ ଓ ଉପୁଡ଼ା କାମ କରୁଛନ୍ତି। ହେଲେ ଏହି ସମୟରେ ଆକାଶରୁ ଖସି ବର୍ଜ। […]

kendrapada

kendrapada

Niharika Rout
  • Published: Wednesday, 21 August 2019
  • Updated: 21 August 2019, 04:35 PM IST

Sports

Latest News

କେନ୍ଦ୍ରପଡ଼ା/ପୁରୀ(ଓଡ଼ିଶା ରିପୋର୍ଟର): ବିଲରେ ଚାଷ କାମ କରୁଥିବା ବେଳେ ବଜ୍ରପାତ ହେବାରୁ ଟଳି ପଡ଼ିଲେ ୬ ଜଣ ଚାଷୀ। ଆଉ ୪ ଜଣ ଚାଷୀ ଗୁରୁତର ଆହତ ହୋଇଛନ୍ତି। ଆଜି ମଧ୍ୟାହ୍ନରେ ଏପରି ଅଭାବନୀୟ ଘଟଣା କେନ୍ଦ୍ରପଡ଼ା ଓ ପୁରୀ ଜିଲ୍ଲାର ବିଭିନ୍ନ ଗାଁରେ ଘଟିଛି।

ଚଳିତବର୍ଷରେ ବିଳମ୍ୱରେ ବର୍ଷା ହୋଇଛି। ସେଥିପାଇଁ ଚାଷୀ ଭାଇମାନେ ତରତର ହୋଇ ବିଲରେ ତଳି ରୁଆ ଓ ଉପୁଡ଼ା କାମ କରୁଛନ୍ତି। ହେଲେ ଏହି ସମୟରେ ଆକାଶରୁ ଖସି ବର୍ଜ। ଆଉ ଯାଉଛି ନିରୀହ ଚାଷୀଙ୍କ ଜୀବନ। ଆଜି ମଧ୍ୟାହ୍ନରେ ବଜ୍ରପାତରେ ମହାକାଳପଡ଼ା ବ୍ଲକ କରଞ୍ଜ ଗାଁର ରଙ୍ଗ ବେହେରା ଓ ପପୁନି କୁମାର ଦାସଙ୍କ ମୃତ୍ୟୁ ଘଟିଛି। ସେହିପରି ଗରଦପୁର ବ୍ଲକ ମରିଲୋ ଗାଁର ଦିଲ୍ଲୀପ ମଲ୍ଲିକ, ଗୋତ୍ରିବିଲ ଗାଁର ଅଜୟ ନାୟକ ଓ ମାର୍ଶାଘାଇ ନରଣପୁର ଗାଁର ବିଜୟ ନାୟକଙ୍କ ଜୀବନ ଯାଇଛି। ବିଲରେ କାମ କରୁଥିବା ବେଳେ ବଜ୍ରପାତ ହେବାରୁ ଏମାନଙ୍କ ଜୀବନ ଯାଇଛି। ଆନ୍ୟ ୨ ଜଣ ଗୁରୁତର ଆହତ ହୋଇ କେନ୍ଦ୍ରାପଡ଼ା ମେଡ଼ିକାଲ୍‌ରେ ଚିକିତ୍ସାଧୀନ ଅଛନ୍ତି। ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡ଼ିଛି।

ସେହିପରି ପୁରୀ ଜିଲ୍ଲା ନିମାପଡା ବ୍ଲକରେ ବଜ୍ରାଘାତ ଘଟି ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ବନ୍ତୁ ଗାଁର ଗୀତା ଭୋଇ ବିଲରେ କାମ କରୁଥିବା ବେଳେ ବଜ୍ରପାତ ହେବାରୁ ତାଙ୍କର ମୃତ୍ୟୁ ଘଟିଛି। ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ନିମାପଡା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ଅନ୍ୟପକ୍ଷରେ ବଜ୍ରପାତ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ଦଶପଲ୍ଲା, ନୂଆଗାଁ, ନୟାଗଡ଼, ଓଡ଼ଗାଁ, ଜଗନ୍ନାଥପ୍ରସାଦ, ଢେଙ୍କାନାଳ, ହିନ୍ଦୋଳ, ଓଡ଼ାପଡ଼ା, ଗଁନ୍ଦିଆ, ଭୁବନ, କାମାକ୍ଷାନଗର, ଆଠଗଡ଼ ବ୍ଲକ ପାଇଁ ସତର୍କ ସୂଚନା ଜାରୀ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story