ରାଜନୈତିକ ହିଂସା: ଢେଲା ମାଡ଼ରେ ୫ ଆହତ

ବ୍ରହ୍ମଗିରି: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଥାନା ଅନ୍ତର୍ଗତ ଯମୁନା ଗାଁରେ ଦୁଇ ସାହି ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟି ୫ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରାଜନୈତିକ ଶତ୍ରୁତାରୁ ସଂଘର୍ଷ ଘଟିଥିବା ସନ୍ଦେହ କରାଯାଉଛି। ଦୁଇ ସାହି ମଧ୍ୟରେ ଚପା ଉତ୍ତେଜନା ଲାଗି ରହିଥିବାରୁ ଗାଁରେ ପୋଲିସ୍ ମୁତୟନ କରାଯାଇଛି।

ଆଜି ସକାଳେ ପୋଖରୀରେ ଗାଧୋଉଥିବା ବେଳେ ଦୁଇ ସାହିର ଲୋକ ରାଜନୈତିକ କଥାକୁ ନେଇ କମେଣ୍ଟ ମରାମରି ହେବାରୁ ସଂଘର୍ଷର ସୁତ୍ରପାତ ହୋଇଥିଲା। ପରେ ଉଭୟ ପକ୍ଷଙ୍କ ମଧ୍ୟର ଢେଲାପଥର  ମାଡ଼ ହୋଇଥିଲା।

Ordigital Desk
• Published: Wednesday, 03 January 2018
• Updated: 03 January 2018, 01:32 PM IST

Sports

Latest News

ବ୍ରହ୍ମଗିରି: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଥାନା ଅନ୍ତର୍ଗତ ଯମୁନା ଗାଁରେ ଦୁଇ ସାହି ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟି ୫ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରାଜନୈତିକ ଶତ୍ରୁତାରୁ ସଂଘର୍ଷ ଘଟିଥିବା ସନ୍ଦେହ କରାଯାଉଛି। ଦୁଇ ସାହି ମଧ୍ୟରେ ଚପା ଉତ୍ତେଜନା ଲାଗି ରହିଥିବାରୁ ଗାଁରେ ପୋଲିସ୍ ମୁତୟନ କରାଯାଇଛି।

ଆଜି ସକାଳେ ପୋଖରୀରେ ଗାଧୋଉଥିବା ବେଳେ ଦୁଇ ସାହିର ଲୋକ ରାଜନୈତିକ କଥାକୁ ନେଇ କମେଣ୍ଟ ମରାମରି ହେବାରୁ ସଂଘର୍ଷର ସୁତ୍ରପାତ ହୋଇଥିଲା। ପରେ ଉଭୟ ପକ୍ଷଙ୍କ ମଧ୍ୟର ଢେଲାପଥର  ମାଡ଼ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos