ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୫ ଅସୁସ୍ଥ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୫ଜଣ ଅସୁସ୍ଥ ହୋଇଛନ୍ତି।  ଏହି ଅଘଟଣ ଘଟିଛି ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଭାଲୁମୁଣ୍ଡା ଗାଁରେ।  ଅସୁସ୍ଥମାନଙ୍କୁ କଂଟାବାଞ୍ଜି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।  ଅସୁସ୍ଥମାନଙ୍କ ମଧ୍ୟରେ ଜଣେ ୪ ବର୍ଷର ଶିଶୁ ଥିବା ବେଳେ ଜଣେ ୭୦ ବର୍ଷର ବୃଦ୍ଧ ବି ଅଛନ୍ତି।  କୌଣସି ବିଷାକ୍ତ ଜିନିଷ ଖାଇବା ଯୋଗୁଁ ସେମାନଙ୍କର ଏପରି ଅବସ୍ଥା ହୋଇଥିବା ଡାକ୍ତର କହିଥିଲେ। ଏହା ପରେ ସେମାନେ ସ୍ୱୀକାର କରିଥିଲେ ଯେ, […]

mosroom

mosroom

Rakesh Mallick
  • Published: Thursday, 05 July 2018
  • Updated: 05 July 2018, 07:59 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୫ଜଣ ଅସୁସ୍ଥ ହୋଇଛନ୍ତି।  ଏହି ଅଘଟଣ ଘଟିଛି ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଭାଲୁମୁଣ୍ଡା ଗାଁରେ।  ଅସୁସ୍ଥମାନଙ୍କୁ କଂଟାବାଞ୍ଜି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।  ଅସୁସ୍ଥମାନଙ୍କ ମଧ୍ୟରେ ଜଣେ ୪ ବର୍ଷର ଶିଶୁ ଥିବା ବେଳେ ଜଣେ ୭୦ ବର୍ଷର ବୃଦ୍ଧ ବି ଅଛନ୍ତି।  କୌଣସି ବିଷାକ୍ତ ଜିନିଷ ଖାଇବା ଯୋଗୁଁ ସେମାନଙ୍କର ଏପରି ଅବସ୍ଥା ହୋଇଥିବା ଡାକ୍ତର କହିଥିଲେ। ଏହା ପରେ ସେମାନେ ସ୍ୱୀକାର କରିଥିଲେ ଯେ, ଛତୁ ଖାଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story