ଅଜଣା ଜନ୍ତୁ ଆକ୍ରମଣରେ ଆଉ ୫ ମେଣ୍ଢା ମୃତ

<p>ନିଆଳି: କଟକ ଜିଲ୍ଲା ନିଆଳି ଅଞ୍ଚଳରେ ଗତକାଲି ରାତିରେ ପୁଣି ୫ ମେଣ୍ଢାଙ୍କ ମୃତ୍ୟୁ ଘଟିଛି। ବିଳାଶୁଣୀ ପଞ୍ଚାୟତ ପୋଖରୀ ଗାଁରେ ୩ଟି ମେଣ୍ଢାଙ୍କ ମୃତ୍ୟୁ ଘଟି ଥିବାବେଳେ ତରବଣରେ ୨ଟି ମେଣ୍ଢା ମରିଛନ୍ତି। ଗତ ସପ୍ତାହରେ ନିଆଳିରେ ଗୋଟିଏ ରାତିରେ ୧୪ଟି ମେଣ୍ଢା ମରିବା ପରେ ଲୋକେ ପୁଣି ଆତଙ୍କିତ ହୋଇ ପଡ଼ିଥିଲେ।</p> <p>ସୂଚନାଯୋଗ୍ୟ, ଦୁଇଦିନ ତଳେ ବିଳାଶୁଣୀ ପଞ୍ଚାୟତର ବାଲିକୁଦା ଗାଁର ଜଣଙ୍କ ଗୁହାଳରେ ୨ଟି ମେଣ୍ଢାଙ୍କର ଅଜଣା ଜନ୍ତୁ ଆକ୍ରମଣରେ ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା। ସେହିପରି ଏହି ଗାଁର ଅନ୍ୟ&nbsp; ଦୁଇ ଜଣଙ୍କ ଗୁହାଳରେ ୨ଟି ମେଣ୍ଢା ଅଜଣା ଜନ୍ତୁ ଆକ୍ରମଣରେ ଆହତ ହୋଇଥିଲେ।</p>

Ordigital Desk
  • Published: Monday, 27 November 2017
  • Updated: 27 November 2017, 09:58 AM IST

Sports

Latest News

<p>ନିଆଳି: କଟକ ଜିଲ୍ଲା ନିଆଳି ଅଞ୍ଚଳରେ ଗତକାଲି ରାତିରେ ପୁଣି ୫ ମେଣ୍ଢାଙ୍କ ମୃତ୍ୟୁ ଘଟିଛି। ବିଳାଶୁଣୀ ପଞ୍ଚାୟତ ପୋଖରୀ ଗାଁରେ ୩ଟି ମେଣ୍ଢାଙ୍କ ମୃତ୍ୟୁ ଘଟି ଥିବାବେଳେ ତରବଣରେ ୨ଟି ମେଣ୍ଢା ମରିଛନ୍ତି। ଗତ ସପ୍ତାହରେ ନିଆଳିରେ ଗୋଟିଏ ରାତିରେ ୧୪ଟି ମେଣ୍ଢା ମରିବା ପରେ ଲୋକେ ପୁଣି ଆତଙ୍କିତ ହୋଇ ପଡ଼ିଥିଲେ।</p><p>ସୂଚନାଯୋଗ୍ୟ, ଦୁଇଦିନ ତଳେ ବିଳାଶୁଣୀ ପଞ୍ଚାୟତର ବାଲିକୁଦା ଗାଁର ଜଣଙ୍କ ଗୁହାଳରେ ୨ଟି ମେଣ୍ଢାଙ୍କର ଅଜଣା ଜନ୍ତୁ ଆକ୍ରମଣରେ ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା। ସେହିପରି ଏହି ଗାଁର ଅନ୍ୟ&nbsp; ଦୁଇ ଜଣଙ୍କ ଗୁହାଳରେ ୨ଟି ମେଣ୍ଢା ଅଜଣା ଜନ୍ତୁ ଆକ୍ରମଣରେ ଆହତ ହୋଇଥିଲେ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos