ଜଳେଶ୍ୱରର ୫ ଗାଁ ପାଣିଘେରରେ
- Published: Sunday, 30 July 2017
- , Updated: 30 July 2017, 05:22 PM IST
<p>ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାରେ ସୁବର୍ଣ୍ଣରେଖା ନଦୀର ଜଳସ୍ତର ବିପଦ ସଙ୍କେତ ତଳେ ପ୍ରବାହିତ ହେଉଥିଲେ ବି ଅନେକ ଗାଁ ପାଣି ଘେରରେ ରହିଛି। ଜଳେଶ୍ୱର କୁମୁଡା ପଞ୍ଚାୟତର ୫ଟି ଗାଁ ଲୋକେ ପାଣି ଘେରରେ ଦିନ କଟାଉଛନ୍ତି।</p>
<p>[video width="320" height="240" mp4="]</p>
<p>ନଳକୂପ ପାଣିରେ ବୁଡି ରହିଥିବାରୁ ପିଇବା ପାଣି ପାଇବାକୁ ଲୋକେ ହନ୍ତସନ୍ତ ହେଉଛନ୍ତି। ରୋଗୀଙ୍କୁ ଡଙ୍ଗା, ନ ହେଲେ ଭେଳା ସାହାଯ୍ୟରେ ନିଆଯାଉଛି ଡାକ୍ତରଖାନା।</p>