ଅନାଥ କରିଦେଲା ବିଦ୍ୟୁତ୍‌ ଆଘାତ, ବାପାମା’ଙ୍କୁ ଖୋଜୁଛି ୫ ବର୍ଷର ନାବାଳିକା

ଚମ୍ପୁଆ(ଦୀପକ ମହନ୍ତ): କ୍ଷଣକରେ ବଦଳିଗଲା ଦୁନିଆ। ଛାରଖାର ହୋଇଗଲା ହସଖୁସିର ସଂସାର। ଅଳିଅଳିରେ ବଢ଼ୁଥିବା କୁନି ଝିଅ ମୁଣ୍ଡ ଉପରୁ ଉଠିଗଲା ବାପାମା’ଙ୍କ ହାତ । ଅନାଥ କରିଦେଲା ବିଦ୍ୟୁତ୍‌ ଆଘାତ । ବିଦ୍ୟୁତ୍‌ ଆଘାତରେ ବାପାମା’ଙ୍କ ଜୀବନ ଚାଲିଯାଇଥିବା ବେଳେ ଅଳ୍ପକେ ବର୍ତ୍ତି ସାମାନ୍ୟ ଆହତ ହୋଇଛି ୫ ବର୍ଷର ଝିଅ। ଏପରି ହୃଦୟ ବିଦାରକ ଘଟଣା  କେନ୍ଦୁଝର ଜିଲ୍ଲା ଯୋଡ଼ାରେ ଆଜି ସକାଳୁ ଘଟିଛି। ମୃତ ଦମ୍ପତି ଯୋଡ଼ା ଥାନା ଅଂସେଇକଳା ପଞ୍ଚାୟତ ଜାମୁକୁଣ୍ଡିଆ […]

electric-shock

electric-shock

Niharika Rout
  • Published: Wednesday, 10 August 2022
  • Updated: 10 August 2022, 08:54 AM IST

Sports

Latest News

ଚମ୍ପୁଆ(ଦୀପକ ମହନ୍ତ): କ୍ଷଣକରେ ବଦଳିଗଲା ଦୁନିଆ। ଛାରଖାର ହୋଇଗଲା ହସଖୁସିର ସଂସାର। ଅଳିଅଳିରେ ବଢ଼ୁଥିବା କୁନି ଝିଅ ମୁଣ୍ଡ ଉପରୁ ଉଠିଗଲା ବାପାମା’ଙ୍କ ହାତ । ଅନାଥ କରିଦେଲା ବିଦ୍ୟୁତ୍‌ ଆଘାତ । ବିଦ୍ୟୁତ୍‌ ଆଘାତରେ ବାପାମା’ଙ୍କ ଜୀବନ ଚାଲିଯାଇଥିବା ବେଳେ ଅଳ୍ପକେ ବର୍ତ୍ତି ସାମାନ୍ୟ ଆହତ ହୋଇଛି ୫ ବର୍ଷର ଝିଅ। ଏପରି ହୃଦୟ ବିଦାରକ ଘଟଣା  କେନ୍ଦୁଝର ଜିଲ୍ଲା ଯୋଡ଼ାରେ ଆଜି ସକାଳୁ ଘଟିଛି।

ମୃତ ଦମ୍ପତି ଯୋଡ଼ା ଥାନା ଅଂସେଇକଳା ପଞ୍ଚାୟତ ଜାମୁକୁଣ୍ଡିଆ ଗାଁର ମାନ୍ଦୁରୁ ମୁଣ୍ଡା ଓ ତାଙ୍କ ପତ୍ନୀ ରାଇମୁଣା ମୁଣ୍ଡା। ଆହତ ନାବାଳିକା ହେଉଛି ଆରନୀ ମୁଣ୍ଡା । ମାନ୍ଦୁରୁ ଓ ରାଇମୁଣାଙ୍କର ୫ଟି ସନ୍ତାନ ଥିବା ବେଳେ ଆରନୀ ହେଉଛି ସାନ । ଗତକାଲି ରାତିରେ ମାନ୍ଦୁରୁ ଓ ରାଇମୁଣା  ଗୋଟିଏ ରୁମ୍‌ରେ ଶୋଇଥିବା ବେଳେ ସେମାନଙ୍କ ନିକଟରେ ଶୋଇଥିଲା ଆରନୀ । ମାତ୍ର ବିଳମ୍ବିତ ରାତିରେ ହଠାତ୍‌ ଆରନୀ ଚିତ୍କାର କରି ବାହାରକୁ ଦୌଡ଼ି ଆସିଥିଲା।

ପରିବାରର ଅନ୍ୟମାନେ ଉଠି ଉକ୍ତ ରୁମ୍‌କୁ  ଯାଇ  ମାନ୍ଦୁରୁ  ଓ ରାଇମୁଣାଙ୍କର ମୃତ୍ୟୁ ହୋଇଥିବା ଦେଖିବାକୁ ପାଇଲେ। ଆରନୀଙ୍କୁ ସାମାନ୍ୟ ବିଦ୍ୟୁତ୍‌ ଆଘାତ ଲାଗିଥିବାରୁ ସେ ଚିତ୍କାର କରି ବାହାରକୁ ପଳାଇ ଆସିଥିବା ବେଳେ ଘଟଣାସ୍ଥଳରେ କିନ୍ତୁ ତାଙ୍କ ବାପାମା’ଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି।  ଆହତ ଆରନୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।

ଖବର ପାଇ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଯୋଡ଼ା ପୁଲିସ୍‌ । ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି କହିଛି ପୁଲିସ୍‌ ।  ନାବାଳିକାଟି ଧିରେ ଧିରେ ସୁସ୍ଥ ହେଉଥିବା ବେଳେ ନିଜ ବାପାମା’ଙ୍କୁ ଖୋଜୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story