୧୩ଟି ସ୍ୱର୍ଣ୍ଣ ପଦକ ପାଇ ସମସ୍ତଙ୍କୁ ଚମକେଇ ଦେଲେ ଛାତ୍ରୀ ଶ୍ୱେତପଦ୍ମା ସ୍ଵାଇଁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଅନୁଷ୍ଠିତ ଉତ୍କଳ ବିଶ୍ୱବିଦ୍ୟାଳୟର ୫୨ତମ ସମାବର୍ତ୍ତନ ଉତ୍ସବରେ ୨୦୨୧-୨୨ ବର୍ଷ ପାଇଁ ମୋଟ ୧୬୩ଜଣଙ୍କୁ ପିଏଚ୍‍ଡି ଡିଗ୍ରୀ ଏବଂ ୯୯ଜଣଙ୍କୁ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇଛି। ସେହିପରି ଡିଏସି ଏବଂ ଡିଲିଟ ଡିଗ୍ରୀ ଦୁଇ ଜଣଙ୍କୁ ପ୍ରଦାନ କରାଯାଇଛି। ତେବେ ଉତ୍କଳ ବିଶ୍ଵବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ୧୩ଟି ସ୍ୱର୍ଣ୍ଣ ପଦକ ପାଇ ସମସ୍ତଙ୍କୁ ଚମକେଇ ଦେଇଛନ୍ତି ହାଇଟେକ୍ ମେଡିକାଲ କଲେଜ ଛାତ୍ରୀ ଶ୍ୱେତପଦ୍ମା ସ୍ଵାଇଁ। ସେହିପରି କଟକ ଜିଲ୍ଲାପାଳ ଭବାନୀଶଙ୍କର ଚୟନି ପିଏଚଡି […]

swetapadma

swetapadma

Niranjan Mishra
  • Published: Friday, 23 December 2022
  • Updated: 23 December 2022, 05:58 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଅନୁଷ୍ଠିତ ଉତ୍କଳ ବିଶ୍ୱବିଦ୍ୟାଳୟର ୫୨ତମ ସମାବର୍ତ୍ତନ ଉତ୍ସବରେ ୨୦୨୧-୨୨ ବର୍ଷ ପାଇଁ ମୋଟ ୧୬୩ଜଣଙ୍କୁ ପିଏଚ୍‍ଡି ଡିଗ୍ରୀ ଏବଂ ୯୯ଜଣଙ୍କୁ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇଛି। ସେହିପରି ଡିଏସି ଏବଂ ଡିଲିଟ ଡିଗ୍ରୀ ଦୁଇ ଜଣଙ୍କୁ ପ୍ରଦାନ କରାଯାଇଛି। ତେବେ ଉତ୍କଳ ବିଶ୍ଵବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ୧୩ଟି ସ୍ୱର୍ଣ୍ଣ ପଦକ ପାଇ ସମସ୍ତଙ୍କୁ ଚମକେଇ ଦେଇଛନ୍ତି ହାଇଟେକ୍ ମେଡିକାଲ କଲେଜ ଛାତ୍ରୀ ଶ୍ୱେତପଦ୍ମା ସ୍ଵାଇଁ। ସେହିପରି କଟକ ଜିଲ୍ଲାପାଳ ଭବାନୀଶଙ୍କର ଚୟନି ପିଏଚଡି ଡିଗ୍ରୀ ହାସଲ କରିଛନ୍ତି। ଅଗ୍ନି ମିସାଇଲ ପ୍ରସ୍ତୁତି ଲାଗି ବିଶିଷ୍ଟ ବୈଜ୍ଞାନିକ ଟେଶା ଥୋମାସଙ୍କୁ ସମ୍ମାନ ସୂଚକ ଡକ୍ଟରେଟ୍ ପ୍ରଦାନ କରାଯାଇଛି।

ଉତ୍କଳ ବିଶ୍ୱବିଦ୍ୟାଳୟର ଦୀକ୍ଷାନ୍ତ ଭବନରେ ଅନୁଷ୍ଠିତ ହୋଇଥିବା ସମାବର୍ତ୍ତନ ଉତ୍ସବରେ ସୁପ୍ରିମ କୋର୍ଟର ପୂର୍ବତନ ବିଚାରପତି ତଥା ଓଡ଼ିଶା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଭି.ଗୋପାଲ ଗୌଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଉତ୍କଳ ବିଶ୍ୱବିଦ୍ୟାଳୟର କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାବର୍ତ୍ତନ ଉତ୍ସବରେ ଉଚ୍ଚ ଶିକ୍ଷା ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

୧୩ ସ୍ୱର୍ଣ୍ଣ ପଦକ ଜିତି ଚର୍ଚ୍ଚାକୁ ଆସିଥିବା ଛାତ୍ରୀ ଶ୍ୱେତପଦ୍ମା କହିଛନ୍ତି, ନିଜ କଲେଜର ସିନିୟର ତଥା ଡାକ୍ତର ଓଁକାର ହୋତାଙ୍କ ଆଦର୍ଶରେ ସେ ଅନୁପ୍ରାଣିତ ହୋଇ ଲୋକଙ୍କ ସେବା କରିବାକୁ ଲକ୍ଷ୍ୟ ରଖିଛନ୍ତି।

https://youtu.be/_c6CWEAKd-s

ପିଏଚଡି ଡିଗ୍ରୀ ହାସଲ ନେଇ କଟକ ଜିଲ୍ଲାପାଳ ଭବାନୀଶଙ୍କର ଚୟନି କହିଛନ୍ତି, ଚାକିରି ସମୟ ଖୁବ୍ ବ୍ୟସ୍ତବହୁଳ ହୋଇଥିବାରୁ ସେ ବଡି ଭୋରରୁ ଉଠି ଏହି ଡିଗ୍ରୀ ହାସଲ ନିମନ୍ତେ ନିଜ ପେପର ପାଇଁ ପ୍ରସ୍ତୁତି କରୁଥିଲେ।

https://youtu.be/7iiwvG2qJVk

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story