ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ୨୩ ଜିଲ୍ଲାରୁ ନୂଆ ୫୪୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୫୪ ଜଣ କ୍ୱାରେଣ୍ଟାଇନ୍ରେ ଥିବା ବେଳେ ୧୮୯ ଜଣ ଲୋକାଲ୍ କେସ୍। ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୮୮ ଚିହ୍ନଟ ହୋଇଛନ୍ତି। ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
Covid-19 Report For 13th July
New Positive Cases: 543
In Quarantine: 354
Local Contacts: 189(Details of local contacts will be shared by concerned District Administration)
Dist Wise Cases
1. Angul: 1
2. Balasore: 8
3. Bargarh: 3
4. Bhadrak :1
5. Bolangir : 5
6. Boudh: 7— I & PR Department, Odisha (@IPR_Odisha) July 14, 2020
7. Cuttack: 39
8. Dhenkanal: 2
9. Gajapati: 29
10. Ganjam: 188
11. Jagatsinghpur: 15
12. Jajpur: 1
13. Jharsuguda: 6
14. Kendrapada: 10
15. Keonjhar: 22
16. Khordha: 87
17. Malkangiri: 11
18. Mayurbhanj: 22
19. Nayagarh: 1
20. Puri: 7
21. Rayagada: 24
22. Sambalpur: 2— I & PR Department, Odisha (@IPR_Odisha) July 14, 2020
23. Sundargarh: 52
New Recoveries: 505
Cumulative Tested: 347226
Positive: 14280
Recovered: 9255
Active Cases: 4929— I & PR Department, Odisha (@IPR_Odisha) July 14, 2020
ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୮୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୮୭, ସୁନ୍ଦରଗଡ଼ ଜିଲ୍ଲାରୁ ୫୨, କଟକ ଜିଲ୍ଲାରୁ ୩୯ ଜଣ, ଗଜପତିରୁ ୨୯, ରାୟଗଡ଼ାରୁ ୨୪, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରୁ ୨୨ ଜଣ ଲେଖା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଜଗତସିଂହପୁର ଜିଲ୍ଲାରୁ ୧୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମାଲକାଗିରିରୁ ୧୧ , କେନ୍ଦ୍ରାପଡ଼ାରୁ ୧୦, ବାଲେଶ୍ୱର ଜିଲ୍ଲାରୁ ୮, ପୁରୀ, ବୌଦ୍ଧ ଜିଲ୍ଲାରୁ ୭ ଜଣ ଲେଖାଏ, ଝାରସୁଗୁଡ଼ାରୁ ୬, ବଲାଙ୍ଗିରରୁ ୫ ଓ ବରଗଡ଼ରୁ ୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବ୍ୟତୀତ, ଢେଙ୍କାନାଳ , ସମ୍ବଲପୁର ଜିଲ୍ଲାରୁ ୨ ଜଣ ଲେଖାଏ, ଅନୁଗୁଳ, ଭଦ୍ରକ ଜିଲ୍ଲା, ଯାଜପୁର, ନୟାଗଡ଼ରୁ ଜଣେ ଲେଖାଏ କରୋନାରେ ଆକ୍ରାନ୍ତ ହୋଇଛନ୍ତି।
ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୪,୨୮୦ରେ ପହଞ୍ଚିଥିବା ବେଳେ ୯୨୫୫ ଜଣ ସୁସ୍ଥ ହୋଇ ସାରିଲେଣି। ୪୯୨୯ ଜଣ ଚିକିତ୍ସାଧଇନ ଅଛନ୍ତି।