୫୫୦ ବସ୍ତା ୟୁରିଆ ସାର ଗାଏବ; ସନ୍ଦେହ ଘେରରେ କୃଷି ବିଭାଗ ଓ ଗୋଦାମ ମାଲିକ!

ରେଢ଼ାଖୋଲ (ରମାକାନ୍ତ ମହାନନ୍ଦ): ପଶ୍ଚିମ ଓଡ଼ିଶାରେ ଅଭାବୀ ଭିତରେ ୫୫୦ ବସ୍ତା ୟୁରିଆ ସାର ଗାଏବ ହୋଇଯାଇଛି। ବେଆଇନ୍‌ ଭାବେ ଗଚ୍ଛିତ ଥିବା ଜାଣିପାରି ରେଢ଼ାଖୋଲ କୃଷି ଅଧିକାରୀ ଏକ ଗୋଦାମରେ ଯାଞ୍ଚ ନକରି ବାହାର ପର୍ଶ୍ୱରୁ ତାଲା ପକାଇ ଦେଇଥିଲେ। ତା’ପର ଦିନ ଗଲା ବେଳକୁ ଗୋଦାମ ଖାଲି। ସାର ଚୋରି ହୋଇଥିବା ନେଇ କୃଷି ବିଭାଗ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି, ଗୋଦାମରେ ସାର ଥିଲା ତ? ରାଶିବେଢା […]

Urea

Urea

Manoranjan Sial
  • Published: Tuesday, 31 August 2021
  • Updated: 31 August 2021, 08:22 PM IST

Sports

Latest News

ରେଢ଼ାଖୋଲ (ରମାକାନ୍ତ ମହାନନ୍ଦ): ପଶ୍ଚିମ ଓଡ଼ିଶାରେ ଅଭାବୀ ଭିତରେ ୫୫୦ ବସ୍ତା ୟୁରିଆ ସାର ଗାଏବ ହୋଇଯାଇଛି। ବେଆଇନ୍‌ ଭାବେ ଗଚ୍ଛିତ ଥିବା ଜାଣିପାରି ରେଢ଼ାଖୋଲ କୃଷି ଅଧିକାରୀ ଏକ ଗୋଦାମରେ ଯାଞ୍ଚ ନକରି ବାହାର ପର୍ଶ୍ୱରୁ ତାଲା ପକାଇ ଦେଇଥିଲେ। ତା’ପର ଦିନ ଗଲା ବେଳକୁ ଗୋଦାମ ଖାଲି। ସାର ଚୋରି ହୋଇଥିବା ନେଇ କୃଷି ବିଭାଗ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି, ଗୋଦାମରେ ସାର ଥିଲା ତ?

ରାଶିବେଢା ଗାଁରେ ବେଆଇନ୍‌ ଭାବେ ଏକ ଗୋଦାମରେ ୫୫୦ ବସ୍ତା ୟୁରିଆ ସାର ଥିବା ଜାଣିବାକୁ ପାଇଥିଲା କୃଷି ବିଭାଗ। ତା’ପରେ କୃଷି ବିଭାଗର ଫର୍ଟିଲାଇଜର ଇନ୍ସପେକ୍ଟର ଯାଞ୍ଚ କରିବାକୁ ଯାଇଥିଲେ। ମାତ୍ର ଗୋଦାମ ଘର ମାଲିକଙ୍କୁ ପାଇନଥିଲେ। ଏପରିକି ଚାବି ମଧ୍ୟ ପାଇନଥିଲେ। ତେଣୁ ଗୋଦାମ ଯାଞ୍ଚ ନକରି ତାଲା ଉପରେ ଆଉ ଗୋଟିଏ ତାଲା ପକାଇ ପଳାଇ ଆସିଥିଲେ।

ଗତ ରବିବାର ଦିନ ସାର ଜବତ କରିବା ପାଇଁ କୃଷି ବିଭାଗ ଓ ପୁଲିସ ମିଳିତ ଭାବେ ଯାଇଥିଲେ। ତାଲା ଭାଙ୍ଗି ଦେଖିଲା ବେଳକୁ ଗୋଦାମ ଘର ଖାଲି। କିନ୍ତୁ ପାରିପାର୍ଶ୍ୱିକ ସ୍ଥିତି ଦେଖିଲେ ସାର ଥିଲା ପରି ଲାଗୁଥିଲା। ତେବେ ଏଠି ପ୍ରଶ୍ନ ଉଠୁଛି, ଗୋଦାମରେ ସାର ଥିଲା ନା ନଥିଲା। ଯଦି ଗୋଦାମରେ ସାର ଥିଲା, ତାହାହେଲେ ଗାଏବ ହେଲା କେମିତି? ଏମିତି ଅନେକ ପ୍ରଶ୍ନ ଜାଲରେ ଛନ୍ଦି ହୋଇ ପଡ଼ିଛି ରେଢ଼ାଖୋଲ କୃଷି ବିଭାଗ। ଗୋଦାମରେ ସାର ନପାଇ କୃଷି ବିଭାଗ ଚାରମାଳ ଥାନାରେ ଲିଖିତ ଅଭିଯୋଗ କରିଥିଲା। ୫୫୦ ବସ୍ତା ସାର ଚୋରି ହୋଇଥିବା ନେଇ ଗୋଦାମ ମାଲିକ କ୍ଷମାନିଧି ସ୍ୱାଇଁଙ୍କ ବିରୋଧରେ ଏଫ୍‌ଆଇଆର୍‌ ଦେଇଥିଲା। ପୁଲିସ ଗୋଦାମ ମାଲିକ କ୍ଷମାନିଧି ସ୍ୱାଇଁଙ୍କ ବିରୋଧରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ପାରିପାର୍ଶ୍ୱିକ ସ୍ଥିତିକୁ ଦେଖିଲେ ସାର ଗୋଦାମଟି ଆଜବେଷ୍ଟସ୍‌ ଘର। ଗୋଦାମର ଆଗ ଓ ପଛ ପାର୍ଶ୍ୱରେ ଦୁଇଟି ଦ୍ୱାର ରହିଛି। ଯଦି ଗୋଦାମରୁ ଚୋରି ହୋଇଥିବା ତାହାହେଲେ ଆଜବେଷ୍ଟସ୍‌ ଖୋଲି ସାର ଲୁଟ୍‌ ହୋଇଥିବା ସନ୍ଦେହ କରାଯାଉଛି। ଗୋଦାମ ମାଲିକ ଫେରାର ଥିବାରୁ ଡାଲ୍‌ ମେ କୁଛ୍‌ କାଲା ଥିଲା ପରି ସନ୍ଦେହ କରାଯାଉଛି।

ସେପଟେ କୃଷି ବିଭାଗ ମଧ୍ୟ କମ୍‌ ସନ୍ଦେହ ଘେରରେ ନାହିଁ। କୃଷି ବିଭାଗ ଗୋଦାମରେ ତାଲା ପକାଇବା ପୂର୍ବରୁ ଯାଞ୍ଚ କରିବାର ଥିଲା। ମାତ୍ର କୃଷି ବିଭାଗ ତାହା ନକରି କେବଳ ନିଜ ଗୋଇନ୍ଦା ତଥ୍ୟ ଆଧାରରେ ତାଲା ଉପରେ ତାଲା ପକାଇ ପଳାଇ ଆସିଲା। ତେବେ ଏଠି ପ୍ରଶ୍ନ ଉଠୁଛି, ପ୍ରକୃତରେ ଗୋଦାମରେ ସାର ଥିଲା ତ? ଯଦି ଥିଲା ଗଲା କୁଆଡେ?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story