ବିଜେଡିରେ ମିଶିଲେ ୫୬ ଗ୍ରାମବାସୀ

କାମାକ୍ଷାନଗର (ରାକେଶ ଦେହୁରୀ): ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ନିର୍ବାଚନ ମଣ୍ଡଳି ପରଜଙ୍ଗ ବ୍ଲକ ଆମ୍ବପଳାସ ଗାଁର ୫୬ଜଣ ବ୍ୟକ୍ତି ବିଜେଡିରେ ସାମିଲ ହୋଇଛନ୍ତି। ଏମାନେ ଡିହଡୋଳ ଆସି ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ନୃସିଂହ ସାହୁଙ୍କ ବାସଭବନରେ ବିଜେଡିରେ ମିଶିଛନ୍ତି। ଏହି ମିଶ୍ରଣ ଦ୍ୱାରା ଅଞ୍ଚଳରେ ଦଳ ଆହୁରି ଅଧିକ ଦୃଢ଼ ହେବ ବୋଲି ମନ୍ତ୍ରୀ ସାହୁ କହିଛନ୍ତି। ଏହି ମିଶ୍ରଣ ପର୍ବ ବେଳେ ବ୍ଲକ ଯୁଥ ସଭାପତି ସୁବ୍ରତ ଦାସ, ବ୍ଲକ ସଭାପତି କୃଷ୍ଣଚନ୍ଦ୍ର […]

dhenkanal

Rakesh Mallick
  • Published: Friday, 25 May 2018
  • , Updated: 25 May 2018, 11:11 AM IST

କାମାକ୍ଷାନଗର (ରାକେଶ ଦେହୁରୀ): ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ନିର୍ବାଚନ ମଣ୍ଡଳି ପରଜଙ୍ଗ ବ୍ଲକ ଆମ୍ବପଳାସ ଗାଁର ୫୬ଜଣ ବ୍ୟକ୍ତି ବିଜେଡିରେ ସାମିଲ ହୋଇଛନ୍ତି। ଏମାନେ ଡିହଡୋଳ ଆସି ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ନୃସିଂହ ସାହୁଙ୍କ ବାସଭବନରେ ବିଜେଡିରେ ମିଶିଛନ୍ତି। ଏହି ମିଶ୍ରଣ ଦ୍ୱାରା ଅଞ୍ଚଳରେ ଦଳ ଆହୁରି ଅଧିକ ଦୃଢ଼ ହେବ ବୋଲି ମନ୍ତ୍ରୀ ସାହୁ କହିଛନ୍ତି। ଏହି ମିଶ୍ରଣ ପର୍ବ ବେଳେ ବ୍ଲକ ଯୁଥ ସଭାପତି ସୁବ୍ରତ ଦାସ, ବ୍ଲକ ସଭାପତି କୃଷ୍ଣଚନ୍ଦ୍ର ମହାନ୍ତିଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।

Related story