ଓଡ଼ିଶାରେ ୫୯ଜଣ ବ୍ରିଟେନ ଫେରନ୍ତା, ସର୍ଭେଲାନ୍ସ ଓ କଣ୍ଟାକ୍ଟ ଟ୍ରେସିଂ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବ୍ରିଟେନରେ କୋଭିଡ ଭାଇରସ୍ ଏବେ ନୂଆ ରୂପରେ ଦ୍ରୁତଗତିରେ ସଂକ୍ରମିତ କରିବାକୁ ନେଇ ସରକାର ଚିନ୍ତାରେ ଥିବାବେଳେ ଡିସେମ୍ବର ୭ ତାରିଖ ପରଠୁ ୫୯ଜଣ ବ୍ୟକ୍ତି ଓଡ଼ିଶାକୁ ଫେରିଛନ୍ତି। ସେମାନଙ୍କୁ ସର୍ଭେଲାନ୍ସରେ ରଖିବା ସହ ସେମାନଙ୍କର କଣ୍ଟାକ୍ଟ ଟ୍ରେସିଂ, ଆରଟି ପିସିଆର ଟେଷ୍ଟ ମଧ୍ୟ କରିବା ନିମନ୍ତେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଆଜି  ଓ ଏନଏଚଏମ୍ ନିର୍ଦ୍ଦେଶିକା, ସମସ୍ତ ଜିଲ୍ଲାପାଳ, ମ୍ୟୁନିସପାଲ କମିଶନର ଓ ସିଡିଏମଓଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି। ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ […]

briten-corona

briten-corona

Tapas Behera
  • Published: Thursday, 24 December 2020
  • Updated: 24 December 2020, 08:18 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବ୍ରିଟେନରେ କୋଭିଡ ଭାଇରସ୍ ଏବେ ନୂଆ ରୂପରେ ଦ୍ରୁତଗତିରେ ସଂକ୍ରମିତ କରିବାକୁ ନେଇ ସରକାର ଚିନ୍ତାରେ ଥିବାବେଳେ ଡିସେମ୍ବର ୭ ତାରିଖ ପରଠୁ ୫୯ଜଣ ବ୍ୟକ୍ତି ଓଡ଼ିଶାକୁ ଫେରିଛନ୍ତି। ସେମାନଙ୍କୁ ସର୍ଭେଲାନ୍ସରେ ରଖିବା ସହ ସେମାନଙ୍କର କଣ୍ଟାକ୍ଟ ଟ୍ରେସିଂ, ଆରଟି ପିସିଆର ଟେଷ୍ଟ ମଧ୍ୟ କରିବା ନିମନ୍ତେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଆଜି  ଓ ଏନଏଚଏମ୍ ନିର୍ଦ୍ଦେଶିକା, ସମସ୍ତ ଜିଲ୍ଲାପାଳ, ମ୍ୟୁନିସପାଲ କମିଶନର ଓ ସିଡିଏମଓଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି।

ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଆଜି ଏନେଇ ନିର୍ଦ୍ଦେଶନାମା ଜାରି କରି ଡିସେମ୍ବର ୭ତାରିଖରୁ ବ୍ରିଟେନରୁ ଫେରିଥିବା ବ୍ୟକ୍ତିମାନଙ୍କୁ ବ୍ୟାପକ ସର୍ଭେଲାନ୍ସରେ ରଖିବା ସହ କୋଭିଡ୍ ଭାଇରସ୍ ଯେଭଳି ନବ୍ୟାପେ ସେଥିପ୍ରତି ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ପରାମର୍ଶରେ ବ୍ରିଟେନ ଫେରନ୍ତାଙ୍କ ପାଇଁ ରାଜ୍ୟ ସରକାର ଗତ ଦୁଇଦିନ ପୂର୍ବରୁ ଷ୍ଟାଣ୍ଡାର୍ଡ ଅପରେସନ୍ ପ୍ରୋସିଜିଓର(ଏସଓପି) ଜାରି କରିଥିଲେ। ବ୍ରିଟେନ ଫେରନ୍ତାଙ୍କୁ ୧୪ଦିନିଆ ସଙ୍ଗରୋଧରେ ରହିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ।
ଡିସେମ୍ବର ୭ରୁ ଦିଲ୍ଲୀ ବିମାନ ବନ୍ଦର ଦେଇ ବ୍ରିଟେନକୁ ମୋଟ ୩୪୪୫ଜଣ ବ୍ୟକ୍ତି ଆସିଥିବାବେଳେ ସେଥିରେ ଓଡ଼ିଶାର ୫୯ଜଣ ରହିଛନ୍ତି। ଅବଶ୍ୟ ଦିଲ୍ଲୀ ବିପର୍ଯ୍ୟୟ ପ୍ରଶମନ ପରିଚାଳନା ପ୍ରାଧିକରଣଙ୍କ ଦ୍ୱାରା ସମସ୍ତ ରାଜ୍ୟର ମୁଖ୍ୟ ସଚିବଙ୍କୁ ଦିଆଯାଇଥିବା ବ୍ରିଟେନ ଫେରନ୍ତା ପାସେଞ୍ଜର ତାଲିକାରେ ଓଡ଼ିଶାର ମୋଟ ୬୧ଜଣଙ୍କ ନାଁ ରହିଛି। ମାତ୍ର ତାଲିକାରେ ୨ଜଣ ବ୍ୟକ୍ତିଙ୍କ ନାମ ଭୁଲବଶତଃ ଦୁଇଥର ଉଲ୍ଲେଖ ଥିବା ଜଣାପଡ଼ିଛି। ଓଡ଼ିଶା ଫେରିଥିବା ୫୯ଜଣଙ୍କ ମଧ୍ୟରେ ସର୍ବାଧିକ ଭୁବନେଶ୍ୱରର ୨୫ଜଣ, କଟକର ୬ଜଣ ଓ ବ୍ରହ୍ମପୁରର ୪ଜଣ ବ୍ୟକ୍ତି ବୋଲି ତାଲିକାରେ ଉଲ୍ଲେଖ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story