ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ୨୧ ଜିଲ୍ଲାର ଚିହ୍ନଟ ହୋଇଛନ୍ତି ନୂଆ ୫୯୫ କରୋନା ଆକ୍ରାନ୍ତ। ସେମାନଙ୍କ ମଧ୍ୟରୁ ୩୯୪ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିବା ବେଳେ ୨୦୧ ହେଉଛି ଲୋକାଲ କେସ୍। ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଆଜି ବି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୩୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
Covid-19 Report For 11th July
New Positive Cases: 595
In Quarantine: 394
Local Contacts: 201(Details of local contacts will be shared by concerned Dist Administration)
District Wise Cases
1. Balasore: 11
2. Bargarh: 3
3. Bhadrak: 11
4. Bolangir: 1
5. Cuttack: 11— I & PR Department, Odisha (@IPR_Odisha) July 12, 2020
ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୩୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଯାଜପୁରରୁ ୯୭, ଖୋର୍ଦ୍ଧାରୁ ୭୬ , କୋରାପୁଟ ଜିଲ୍ଲାରୁ ୪୪, ମାଲକାନଗିରିରୁ ୩୬ ଗଜପତିରୁ ୨୦, ବାଲେଶ୍ୱର, ଭଦ୍ରକ ଜିଲ୍ଲାରୁ ୧୧ ଜଣ ଲେଖାଏ ଚିହ୍ନଟ ହୋଇଛନ୍ତି। ବରଗଡ଼ ଜିଲ୍ଲାରୁ ୩ , ବଲାଙ୍ଗିର ଜିଲ୍ଲାରୁ ୧, କଟକରୁ ୧୧ ପଜିଟିଭ ଚିହ୍ନଟ ହୋଇଛନ୍ତି।
6. Gajapati: 20
7. Ganjam: 230
8. Jagatsinghpur: 5
9. Jajpur: 97
10. Kalahandi: 4
11. Kendrapada: 2
12. Keonjhar: 3
13. Khordha: 76
14. Koraput: 44
15. Malkangiri: 36
16. Mayurbhanj: 14
17. Nayagarh: 5
18. Puri: 10
19. Rayagada: 2
20. Sambalpur: 2
21. Sundargarh: 8— I & PR Department, Odisha (@IPR_Odisha) July 12, 2020
ଏହାବ୍ୟତୀତ ଜଗତସିଂହପୁରରୁ ୫, କଳାହାଣ୍ଡି ଜିଲ୍ଲାରୁ ୪, କେନ୍ଦ୍ରାପଡ଼ାରୁ ୨, କେନ୍ଦୁଝର ଜିଲ୍ଲାରୁ ୩, ମୟୂରଭଞ୍ଜରୁ ୧୪, ନୟାଗଡ଼ ଜିଲ୍ଲାରୁ ୫, ପୁରୀରୁ ୧୦, ରାୟଗଡ଼ାରୁ ୨, ସମ୍ବଲପୁରରୁ ୨ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
New Recoveries: 388
Cumulative Tested: 334527
Positive: 13121
Recovered: 8360
Active Cases: 4677— I & PR Department, Odisha (@IPR_Odisha) July 12, 2020
ରାଜ୍ୟରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩, ୧୨୧ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୮୩୬୦ ଜଣ ସୁସ୍ଥ ହୋଇ ସାରିଲେଣି। ଏହାବ୍ୟତୀତ ରାଜ୍ୟରେ ୪୬୭୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।