ଆସନ୍ତାମାସରେ ରାଜ୍ୟର ଆଉ ୫ ସହରରେ ୫ଜି ସେବା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତମାସ ୫ତାରିଖରେ ଭୁବନେଶ୍ୱର ଓ କଟକରେ ୫ଜି ସେବା ଉପଲବ୍ଧ ହେବା ପରେ ଆସନ୍ତାମାସ ଶେଷ ସୁଦ୍ଧା ରାଜ୍ୟର ଆଉ ୫ଟି ସହରରେ ଏହି ୫ଜି ସେବା ମିଳିପାରିବ ବୋଲି ଜଣାପଡ଼ିଛି । ରିଲାଏନ୍ସ ଜିଓ ଓଡ଼ିଶା ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ହାଇସ୍ପିଡ୍ ଇଂଟରନେଟ୍ ସେବା ଆସନ୍ତାମାସ ଶେଷ ସୁଦ୍ଧା ପୁରୀ, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁର ଓ ବାଲେଶ୍ୱର ସହରରେ ଉପଲବ୍ଧ ହେବ । ଏହାପରେ ୫ଜି ସେବା ଓଡ଼ିଶାର ସମସ୍ତ ଅଂଚଳକୁ […]

5g

5g

Ordigital Desk
  • Published: Tuesday, 10 January 2023
  • Updated: 10 January 2023, 09:16 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତମାସ ୫ତାରିଖରେ ଭୁବନେଶ୍ୱର ଓ କଟକରେ ୫ଜି ସେବା ଉପଲବ୍ଧ ହେବା ପରେ ଆସନ୍ତାମାସ ଶେଷ ସୁଦ୍ଧା ରାଜ୍ୟର ଆଉ ୫ଟି ସହରରେ ଏହି ୫ଜି ସେବା ମିଳିପାରିବ ବୋଲି ଜଣାପଡ଼ିଛି ।

ରିଲାଏନ୍ସ ଜିଓ ଓଡ଼ିଶା ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ହାଇସ୍ପିଡ୍ ଇଂଟରନେଟ୍ ସେବା ଆସନ୍ତାମାସ ଶେଷ ସୁଦ୍ଧା ପୁରୀ, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁର ଓ ବାଲେଶ୍ୱର ସହରରେ ଉପଲବ୍ଧ ହେବ । ଏହାପରେ ୫ଜି ସେବା ଓଡ଼ିଶାର ସମସ୍ତ ଅଂଚଳକୁ ସମ୍ପ୍ରସାରିତ କରାଯିବ ବୋଲି କମ୍ପାନୀ ସୂତ୍ରରୁ ସୂଚନା ମିଳିଛି ।
ସୂଚନାଯୋଗ୍ୟ, ଏବେ କଟକ ଓ ଭୁବନେଶ୍ୱର ସହରରେ ୫ଜି ସେବା ଉପଲବ୍ଧ ହେଉଛି । ଗତ ୫ତାରିଖରେ ଓଡ଼ିଶାରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ଧର୍ମେନ୍ଦ୍ର ପ୍ରଧାନ ଏହି ସେବାକୁ ଉଦଘାଟନ କରିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story