ସିମବକ୍ସ ରାକେଟ୍ ସକ୍ରିୟ; କେଓ୍ୱାଇସି ମାଗିବା ନାଁରେ ସାଇବର୍ ଠକେଇ କରି ୬ ଗିରଫ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ସକ୍ରିୟ ହୋଇଛି ସିମବକ୍ସ ରାକେଟ୍ । ସିମବକ୍ସ ମେସିନ୍ ମାଧ୍ୟମରେ ପ୍ରି-ଆକ୍ଟିଭ୍ ସିମ୍ ବ୍ୟବହାର କରି ସାଇବର୍ ଠକେଇ କରୁଥିବା ଏକ ରାକେଟ୍‌ର ପର୍ଦ୍ଦାଫାସ କରିଛି କ୍ରାଇମବ୍ରାଞ୍ଚ । ଏହି ଘଟଣାର ମାଷ୍ଟର ମାଇଣ୍ଡ ବିଶାଲ ଖଣ୍ଡେଲଓ୍ୱାଲଙ୍କ ସମେତ ୬ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି । ଏହି ରାକେଟ କେଓ୍ୱାଇସି ମାଗିବା ନାଁରେ ଫେକ୍ ମେସେଜ୍ ପଠାଇ ସାଇବର୍ ଠକେଇ କରିଆସୁଥିଲା । ଟେଲିକମ ବିଭାଗର ଅଭିଯୋଗ ପରେ କ୍ରାଇମବ୍ରାଞ୍ଚ ଏହାର […]

cyber-fraud

cyber-fraud

Niharika Rout
  • Published: Wednesday, 14 September 2022
  • Updated: 14 September 2022, 12:52 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ସକ୍ରିୟ ହୋଇଛି ସିମବକ୍ସ ରାକେଟ୍ । ସିମବକ୍ସ ମେସିନ୍ ମାଧ୍ୟମରେ ପ୍ରି-ଆକ୍ଟିଭ୍ ସିମ୍ ବ୍ୟବହାର କରି ସାଇବର୍ ଠକେଇ କରୁଥିବା ଏକ ରାକେଟ୍‌ର ପର୍ଦ୍ଦାଫାସ କରିଛି କ୍ରାଇମବ୍ରାଞ୍ଚ । ଏହି ଘଟଣାର ମାଷ୍ଟର ମାଇଣ୍ଡ ବିଶାଲ ଖଣ୍ଡେଲଓ୍ୱାଲଙ୍କ ସମେତ ୬ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି । ଏହି ରାକେଟ କେଓ୍ୱାଇସି ମାଗିବା ନାଁରେ ଫେକ୍ ମେସେଜ୍ ପଠାଇ ସାଇବର୍ ଠକେଇ କରିଆସୁଥିଲା ।

ଟେଲିକମ ବିଭାଗର ଅଭିଯୋଗ ପରେ କ୍ରାଇମବ୍ରାଞ୍ଚ ଏହାର ତଦନ୍ତ ନିମନ୍ତେ ଏକ ଟିମ୍ ଗଠନ କରିଥିଲା। ପ୍ରି- ଆକ୍ଟିଭେଟେଡ ସିମ୍‌କୁ ନେଇ ସିମ୍‌ବକ୍ସ ମେସିନରେ ପକାଇ ଏହି ଠକେଇ କରାଯାଇଥିଲା। ପ୍ରାଥମିକ ତଦନ୍ତରୁ ଏହା ଓଡ଼ିଶା ଓ ବିହାରରେ କାର୍ଯ୍ୟକ୍ଷମ ଥିବା ଜଣାପଡ଼ିଥିଲା। ଓଡ଼ିଶାର ମୟୂରଭଞ୍ଜ ଖୁଣ୍ଟିରେ  ଏହି ରାକେଟ ସକ୍ରିୟ ଥିବା ତଦନ୍ତ ବେଳେ ଜଣା ପଡ଼ିଥିଲା। ଏହାପରେ ପୁଲିସ୍‌ ଖୁଣ୍ଟିରେ ଚଢ଼ାଉ କରି ସେଠାରୁ ବେତନଟୀ, ବାରିପଦା ଆଦି ଅଞ୍ଚଳରେ ଚଢଉ କରି ୬ ଅଭିଯୁକ୍ତଙ୍କୁ ଗିରଫ କରିଛି।

[caption id="attachment_766304" align="aligncenter" width="650"]simbox ସିମ୍‌ବକ୍ସ ରାକେଟରେ ବ୍ୟବହୃତ ସିମ୍‌ବକ୍ସ ।[/caption]

ପ୍ରଥମେ କ୍ରାଇମବ୍ରାଞ୍ଚ ଟିମ୍‌ ରାକେଟର ମାଷ୍ଟର ମାଇଣ୍ଠ ବିଶାଲ ଖଣ୍ଡେଲୱାଲଙ୍କୁ ଗିରଫ କରିଥିବା ବେଳେ ପରେ ତା’ର ଅନ୍ୟ ସହଯୋଗୀଙ୍କୁ ଗିରଫ କରିଛି।   କ୍ରାଇମବ୍ରାଞ୍ଚ ଅଭିଯୁକ୍ତଙ୍କଠାରୁ ବିପୁଳ ପରିମାଣର ସିମ୍ ଏବଂ ସିମବକ୍ସ ଜବତ କରିଛି । ଏହି ଘଟଣାରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଧରିବାକୁ ତଦନ୍ତ ଚଳାଇଛି କ୍ରାଇମବ୍ରାଞ୍ଚ ।

ସିମ୍ ବକ୍ସ କ’ଣ

ସିମ୍ ବକ୍ସ ଏକ ଡିଭାଇସ୍‌ ବା ଯନ୍ତ୍ର, ଯେଉଁଥିରେ ଶତାଧିକ ସିମ୍ ଆକ୍ଟିଭେଟ୍ କରିହୁଏ । ତାହା ପୁଣି ପ୍ରି- ଆକ୍ଟିଭେଟେଡ ସିମ୍ । ସିମ୍ କିଣିଲା ବେଳେ ଆଧାର କାର୍ଡ କିମ୍ବା ଅନ୍ୟାନ୍ୟ ପରିଚୟପତ୍ର ଦେଇ କିଣାଯାଇଥାଏ । ହେଲେ ଠକମାନେ ପ୍ରି- ଆକ୍ଟିଭେଟଡ ସିମ୍ ବ୍ୟବହାର କରି ସିମ୍ ବକ୍ସ ଅପରେଟ୍ କରିଥାନ୍ତି ।

ଇଣ୍ଟରନେଟ୍ ମାଧ୍ୟମରେ ଯେକୌଣସି ଇଣ୍ଟରନ୍ୟାଶନାଲ ଫୋନ୍ କଲ୍‌କୁ ଲୋକାଲ୍ କଲ୍‌ରେ ପରିଣତ କରାଯାଇ ସେଲ୍ୟୁଲାର ଡିଭାଇସ୍ ଅର୍ଥାତ ମୋବାଇଲକୁ ପଠାଯାଇପାରିବ । ଏମିତିକି ଅନ୍ୟ ଦେଶରୁ ଆସୁଥିବା ମୋବାଇଲ କଲ୍ କିମ୍ବା ମ୍ୟାସେଜକୁ ଲୋକାଲ କଲ୍‌ରେ ଏହି ସିମ୍‌ବକ୍ସ  ମାଧ୍ୟମରେ ପରିଣତ କରିଦିଆଯାଏ । ଫଳରେ ପ୍ରକୃତ କଲ୍ କିମ୍ବା ମେସେଜ ଆସୁଥିବା ଦେଶ ବିଷୟରେ ଅବଗତ ହୋଇପାରନ୍ତିନି କଲ୍ ରିସିଭ କରୁଥିବା ବ୍ୟକ୍ତି ।

ଏମିତିକି ସେଲ୍ୟୁଲାର ଅପରେଟର ଏନେଇ ମଧ୍ୟ ଅବଗତ ହୋଇପାରନ୍ତି ନାହିଁ । ଯେହେତୁ ଏହା ଇଣ୍ଟରନେଟରେ ପରିଚାଳିତ ହୁଏ, ତେଣୁ ସେଲ୍ୟୁଲାର ଅପରେଟର ମଧ୍ୟ ଏନେଇ ଟେର୍ ପାଇନଥାନ୍ତି । ଏମିତିକି ସିମ୍ ବକ୍ସ ମାଧ୍ୟମରେ ଆସୁଥିବା ଇଣ୍ଟରନ୍ୟାଶନାଲ କଲ୍ ପାଇଁ ଅଲଗା ରେଟ୍ ନୁହେଁ ବରଂ ଲୋକାଲ କଲ୍ ରେଟ୍ ନେଇଥାନ୍ତି ଟେଲିକମ୍ ଅପରେଟର ।

ସିମ୍ ବକ୍ସ ସହାୟତାରେ ଠକେଇ ବର୍ତ୍ତମାନ ସମୟ ପାଇଁ ଟେଲିକମ୍ ଅପରେଟଙ୍କର ପାଇଁ ଚ୍ୟାଲେଞ୍ଜ ହୋଇଛି । ତା’ସହ ସିମ୍ ବକ୍ସରେ ହେଉଥିବା ଠକେଇ ପାଇଁ ଟେଲିକମ୍ ଅପରେଟର୍ ଆର୍ଥିକ କ୍ଷତି ସହନ୍ତି । ୨୦୨୧ ମସିହାରେ ଫ୍ରଡ୍ ଲସ୍ ସର୍ଭେ ରିପୋର୍ଟ ଅନୁଯାୟୀ, ସାରା ବିଶ୍ୱରେ ସିମ୍ ବକ୍ସ ଫ୍ରଡ ପାଇଁ ୩ ଶହ ୧୧ କୋଟି ଟଙ୍କା କ୍ଷତି ସହିଛନ୍ତି ବିଭିନ୍ନ ଦେଶର ଟେଲିକମ୍ ଅପରେଟର ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story