କରୋନା ନ ଯାଉଣୁ ଘାରିଲାଣି ଡେଙ୍ଗୁ ଡର, ରାଜଧାନୀରେ ୬ ଚିହ୍ନଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ଯୋଗୁ କଲବଲ ହୋଇ ଘାଣ୍ଟି ହୋଇଥିବା ରାଜଧାନୀବାସୀଙ୍କୁ ଏବେ ଘାରିଛି ଡେଙ୍ଗୁ ଭୟ। ସମଗ୍ର ରାଜ୍ୟରେ କରୋନା ତଳମୁହାଁ ଥିଲେ ମଧ୍ୟ ତାଲିକାର ଉପରେ ରହୁଛି ଭୁବନେଶ୍ୱର। ଉଭୟ ସଂକ୍ରମିତ ଓ ମୃତକଙ୍କ  ସଂଖ୍ୟା ରାଜଧାନୀରୁ ହିଁ ସର୍ବାଧିକ ବାହାରୁଛି। ଏପରି ସ୍ଥିତିରେ ଘାରିଲାଣି ଡେଙ୍ଗୁ ଭୟ। କେବଳ ରାଜଧାନୀ ଭୁବନେଶ୍ୱରରୁ ୬ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଶୈଳଶ୍ରୀବିହାର ଏବଂ କଳ୍ପନା ଅଞ୍ଚଳରୁ ଏହି ସମସ୍ତ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି […]

dengu

dengu

Niharika Rout
  • Published: Tuesday, 06 July 2021
  • Updated: 06 July 2021, 10:07 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ଯୋଗୁ କଲବଲ ହୋଇ ଘାଣ୍ଟି ହୋଇଥିବା ରାଜଧାନୀବାସୀଙ୍କୁ ଏବେ ଘାରିଛି ଡେଙ୍ଗୁ ଭୟ। ସମଗ୍ର ରାଜ୍ୟରେ କରୋନା ତଳମୁହାଁ ଥିଲେ ମଧ୍ୟ ତାଲିକାର ଉପରେ ରହୁଛି ଭୁବନେଶ୍ୱର। ଉଭୟ ସଂକ୍ରମିତ ଓ ମୃତକଙ୍କ  ସଂଖ୍ୟା ରାଜଧାନୀରୁ ହିଁ ସର୍ବାଧିକ ବାହାରୁଛି। ଏପରି ସ୍ଥିତିରେ ଘାରିଲାଣି ଡେଙ୍ଗୁ ଭୟ। କେବଳ ରାଜଧାନୀ ଭୁବନେଶ୍ୱରରୁ ୬ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି।

ଶୈଳଶ୍ରୀବିହାର ଏବଂ କଳ୍ପନା ଅଞ୍ଚଳରୁ ଏହି ସମସ୍ତ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ବ୍ୟତୀତ ଆଉ ପ୍ରାୟ ୨୦ ଜଣଙ୍କଠାରେ ଲକ୍ଷଣ ପ୍ରକାଶ ପାଇଥିବାରୁ ସେମାନଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯାଇଛି। ତେବେ ରିପୋର୍ଟ ଆସି ନ ଥିବା ଜଣାଯାଇଛି।

ବିଏମ୍‌ସି କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ କ୍ରମେ ଗତକାଲି ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଭୁବନେଶ୍ୱରର ବସ୍ତି ଅଞ୍ଚଳ ଏବଂ ନିଳାଦ୍ରୀ ବିହାର ଓ ଶୈଳଶ୍ରୀ ବିହାରର ବିଭିନ୍ନ କଲୋନୀ ବୁଲି ଡେଙ୍ଗୁ କାହିଁକି ବ୍ୟାପୁଛି, ତାର ସ୍ଥିତି ପରଖିଥିଲେ।

[caption id="attachment_656585" align="aligncenter" width="650"]bmc ବିଏମ୍‌ସି ଅଧିକାରୀମାନେ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରୁଛନ୍ତି।[/caption]

ଘର ଚାରିପାଖ ପରିଷ୍କାର ପରିଚ୍ଛନ୍ନ ରଖିବା ଏବଂ ସଚେତନତା ଉପରେ ଗୁରୁତ୍ୱ ଦେଇଥିଲେ ବିଶେଷଜ୍ଞ ଟିମ୍ । ତା ସହ ବିଏମ୍‌ସି ପକ୍ଷରୁ ମଶା ଧୂଆଁ ସ୍ପ୍ରେ କରାଯାଇଥିଲା । ଲୋକଙ୍କ ମଧ୍ୟରେ ସଚେତନତା ଅଭାବରୁ ଡେଙ୍ଗୁ ବ୍ୟାପୁଥିବା କହିଛନ୍ତି  ସ୍ୱାସ୍ଥ୍ୟ ଅଧିକାରୀ ।

ଏନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଂଜନ ମିଶ୍ର କହିଛନ୍ତି, ଏହି ସମୟରେ ମ୍ୟାଲେରିଆ, ଡେଙ୍ଗୁ ବ୍ୟାପେ । ୬ ଜଣଙ୍କଠାରେ ଡେଙ୍ଗୁ ଚିହ୍ନଟ ହୋଇଥିବା ବେଳେ  ପ୍ରାୟ ୨୦ ଜଣଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ଯାଇଛି। ସେମାନଙ୍କୁ ନିରୀକ୍ଷଣରେ ରଖାଯାଇଛି। ବିଏମ୍‌ସି ଦ୍ୱାରା ମଶା ଧୂଆଁ ସ୍ପ୍ରେ କରାଯିବା ସହ ପାଣି ଜମିଥିବା ସ୍ଥାନକୁ ସଫା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story