ଆରଡିରେ ସେବାୟତଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ: ଏସିଡ୍‌ ମାଡ଼, ୬ଆହତ

ଭଦ୍ରକ(ତପନ ସ୍ୱାଇଁ): ଭଦ୍ରକ ଜିଲ୍ଲା ଆରଡ଼ିରେ ଦୁଇ ସେବାୟତ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳକୁ କେନ୍ଦ୍ର କରି ଏସିଡ୍ ମାଡ଼ ହୋଇଛି। ଏଥିରେ ୬ଜଣ ସେବାୟତ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ଭଦ୍ରକ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଧୁଷୁରୀ ଥାନାରେ ଦୁଇ ଜଣ ସେବାୟତ ଅଟକ ଅଛନ୍ତି। ଭକ୍ତଙ୍କୁ ନେଇ ଦୁଇ ଗୋଷ୍ଠୀଙ୍କ ଟଣାଓଟରା ପରେ ଗଣ୍ଡଗୋଳ ହୋଇଥିଲା। ପୋଲିସ୍‌ ଘଟଣାର ତଦନ୍ତ କରୁଛି। ଗତକାଲି ରାତି ପ୍ରାୟ […]

rtoo

rtoo

Rakesh Mallick
  • Published: Thursday, 21 June 2018
  • Updated: 21 June 2018, 08:49 AM IST

Sports

Latest News

ଭଦ୍ରକ(ତପନ ସ୍ୱାଇଁ): ଭଦ୍ରକ ଜିଲ୍ଲା ଆରଡ଼ିରେ ଦୁଇ ସେବାୟତ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳକୁ କେନ୍ଦ୍ର କରି ଏସିଡ୍ ମାଡ଼ ହୋଇଛି। ଏଥିରେ ୬ଜଣ ସେବାୟତ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ଭଦ୍ରକ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଧୁଷୁରୀ ଥାନାରେ ଦୁଇ ଜଣ ସେବାୟତ ଅଟକ ଅଛନ୍ତି।

ଭକ୍ତଙ୍କୁ ନେଇ ଦୁଇ ଗୋଷ୍ଠୀଙ୍କ ଟଣାଓଟରା ପରେ ଗଣ୍ଡଗୋଳ ହୋଇଥିଲା। ପୋଲିସ୍‌ ଘଟଣାର ତଦନ୍ତ କରୁଛି। ଗତକାଲି ରାତି ପ୍ରାୟ ୧୦ଟା ବେଳେ ଏହି ଘଟଣା ଘଟିଛି।

ଆହତ ସେବାୟତ ମୃତ୍ୟୁଞ୍ଜୟ ପାଢ଼ି କହିଛନ୍ତି,“ଗତକାଲି ଭକ୍ତଙ୍କୁ ନେଇ ଗଣ୍ଡଗୋଳ ହୋଇଥିଲା। ସେମାନେ ଆମ ଭାଇକୁ ପିଟାପିଟି କରୁଥିଲେ। ଆମେ ଖବରପାଇ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ଆମକୁ ଭୁଜାଲିରେ ହଣାହଣି କରିବା ସହ ଏସିଡ୍‌ ପକାଇଥିଲେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story