ତିତ୍‌ଲି: ବନ୍ୟା ଯୋଗୁ ସ୍ୱାମୀ,ସ୍ତ୍ରୀ ଏବଂ ପୁଅ-ବୋହୂ ଭାସିଗଲେ

ଭଞ୍ଜନଗର (ଓଡ଼ିଶା ରିପୋର୍ଟର): ବାତ୍ୟା ତିତ୍‌ଲି ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବା ସହ ଝଡ଼ପବନ ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ତେବେ ଏହି ବର୍ଷା ଯୋଗୁଁ ଭଞ୍ଜନଗରରେ ଘର ଭାସିଯାଇଛି। ଏଥିରେ ଗୋଟିଏ ପରିବାରର ୪ ସଦସ୍ୟଙ୍କ ସହ ୬ ଜଣ ନିଖୋଜ ଅଛନ୍ତି। ଗାଜଲବାଡ଼ି ପଞ୍ଚାୟତ ଭୂତପଙ୍କାଳ ଗାଁରେ ଏହି ଘଟଣା ଘଟିଛି। ଗୋଟିଏ ପରିବାରର ସ୍ୱାମୀ, ସ୍ତ୍ରୀ ଓ ପୁଅ-ବୋହୂ […]

fff

Tapas Behera
  • Published: Thursday, 11 October 2018
  • , Updated: 11 October 2018, 05:32 PM IST

ଭଞ୍ଜନଗର (ଓଡ଼ିଶା ରିପୋର୍ଟର): ବାତ୍ୟା ତିତ୍‌ଲି ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବା ସହ ଝଡ଼ପବନ ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ତେବେ ଏହି ବର୍ଷା ଯୋଗୁଁ ଭଞ୍ଜନଗରରେ ଘର ଭାସିଯାଇଛି। ଏଥିରେ ଗୋଟିଏ ପରିବାରର ୪ ସଦସ୍ୟଙ୍କ ସହ ୬ ଜଣ ନିଖୋଜ ଅଛନ୍ତି। ଗାଜଲବାଡ଼ି ପଞ୍ଚାୟତ ଭୂତପଙ୍କାଳ ଗାଁରେ ଏହି ଘଟଣା ଘଟିଛି। ଗୋଟିଏ ପରିବାରର ସ୍ୱାମୀ, ସ୍ତ୍ରୀ ଓ ପୁଅ-ବୋହୂ ଭାସି ଯାଇଥିବା ବେଳେ ଅନ୍ୟ ଦୁଇଜଣ ମଧ୍ୟ ଭାସିଯାଇଥିବା ସୂଚନା ମିଳିଛି।

Related story