ବିସ୍କୁଟ ଖାଇ କନ୍ୟାଶ୍ରମର ୬ ଛାତ୍ରୀ ଅସୁସ୍ଥ

ବଣାଇ: ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ାରେ ଏକ ଅଭାବନୀୟ ଘଟଣା ଘଟିଛି। ଉଲସୁରେଇ କନ୍ୟାଶ୍ରମର ଛାତ୍ରୀମାନେ ବିସ୍କୁଟ ଖାଇ ଅସୁସ୍ଥ ହୋଇପଡ଼ିଛନ୍ତି।  ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।    

banai

Rakesh Mallick
  • Published: Friday, 08 December 2017
  • , Updated: 08 December 2017, 12:35 PM IST

Related story