ମଶାବତୀ ଯୋଗୁ ୬ ଛାତ୍ରୀ ଅସୁସ୍ଥ

ନିଆଳି( ଓଡ଼ିଶା ରିପୋର୍ଟର ): କଟକ ଜିଲ୍ଲା ଅଡ଼ଶପୁର ଉଦୟନାଥ କଲେଜ ହଷ୍ଟେଲରେ ମଶାବତୀ ପ୍ରଭାବରେ ୬ଜଣ ଛାତ୍ରୀ ଅସୁସ୍ଥ ହୋଇଛନ୍ତି । ତୁରନ୍ତ ଅସୁସ୍ଥ ଛାତ୍ରୀମାନଙ୍କୁ ଅଡ଼ଶପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ଜଣେ ଛାତ୍ରୀଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଅନ୍ୟଜଣଙ୍କ ଚିକିତ୍ସା ଅଡ଼ପୁର ମେଡିକାଲରେ ଚାଲିଥିବା ବେଳେ ୪ଜଣ ସୁସ୍ଥ ହେବାରୁ ମେଡିକାଲରୁ ଡିସଚାର୍ଜ କରାଯାଇଛି।

niali

Niharika Rout
  • Published: Friday, 20 December 2019
  • , Updated: 20 December 2019, 08:01 AM IST

ନିଆଳି( ଓଡ଼ିଶା ରିପୋର୍ଟର ): କଟକ ଜିଲ୍ଲା ଅଡ଼ଶପୁର ଉଦୟନାଥ କଲେଜ ହଷ୍ଟେଲରେ ମଶାବତୀ ପ୍ରଭାବରେ ୬ଜଣ ଛାତ୍ରୀ ଅସୁସ୍ଥ ହୋଇଛନ୍ତି । ତୁରନ୍ତ ଅସୁସ୍ଥ ଛାତ୍ରୀମାନଙ୍କୁ ଅଡ଼ଶପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ତେବେ ଜଣେ ଛାତ୍ରୀଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଅନ୍ୟଜଣଙ୍କ ଚିକିତ୍ସା ଅଡ଼ପୁର ମେଡିକାଲରେ ଚାଲିଥିବା ବେଳେ ୪ଜଣ ସୁସ୍ଥ ହେବାରୁ ମେଡିକାଲରୁ ଡିସଚାର୍ଜ କରାଯାଇଛି।

Related story