ରାଜ୍ୟରେ ୩ ମାସରେ ୬୦୨ ପିଲା ନିଖୋଜ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ରାଜ୍ୟରେ ସମୁଦାୟ ୬୦୨ ନାବାଳକନାବାଳିକା ନିଖୋଜ ହୋଇଛନ୍ତି। ବିଧାନସଭାରେ ବିଧାୟକ ସୁର ରାଉତରାୟଙ୍କ ପ୍ରଶ୍ନରେ ଏହି ଉତ୍ତର ରଖିଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ। ସୂଚନା ଅନୁସାରେ ଗତ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ରାଜ୍ୟରେ ୫୦୨ ନାବାଳିକା ନିଖୋଜ ହୋଇଛନ୍ତି। ଏ ସଂକ୍ରାନ୍ତରେ ୪୫୫ଟି ମାମଲା ରୁଜୁ ହୋଇଛି। କିନ୍ତୁ ସେମାନଙ୍କ ମଧ୍ୟରୁ କେବଳ ୭୯ ଜଣଙ୍କ ସନ୍ଧାନ ମିଳିଛି। । ଏହି ୩ […]

mantri-1..

mantri-1..

Niharika Rout
  • Published: Sunday, 21 July 2019
  • Updated: 21 July 2019, 08:34 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ରାଜ୍ୟରେ ସମୁଦାୟ ୬୦୨ ନାବାଳକନାବାଳିକା ନିଖୋଜ ହୋଇଛନ୍ତି। ବିଧାନସଭାରେ ବିଧାୟକ ସୁର ରାଉତରାୟଙ୍କ ପ୍ରଶ୍ନରେ ଏହି ଉତ୍ତର ରଖିଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ।

ସୂଚନା ଅନୁସାରେ ଗତ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ରାଜ୍ୟରେ ୫୦୨ ନାବାଳିକା ନିଖୋଜ ହୋଇଛନ୍ତି। ଏ ସଂକ୍ରାନ୍ତରେ ୪୫୫ଟି ମାମଲା ରୁଜୁ ହୋଇଛି। କିନ୍ତୁ ସେମାନଙ୍କ ମଧ୍ୟରୁ କେବଳ ୭୯ ଜଣଙ୍କ ସନ୍ଧାନ ମିଳିଛି। ।

ଏହି ୩ ମାସ ବ୍ୟବଧାନରେ ୧୦୦ ନାବାଳକ ମଧ୍ୟ ନିଖୋଜ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୧ ଜଣଙ୍କ ସନ୍ଧାନ ମିଳିଛି। ନାବାଳକ ନିଖୋଜ ନେଇ ୯୫ଟି ମାମଲା ରୁଜୁ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos