୬ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ, ୪ ଗିରଫ

ଭଦ୍ରକ(ପାର୍ଥସାରଥୀ ନାୟକ): ଗତକାଲି ଏସ୍‌ଟିଏଫ୍‌ ଭଦ୍ରକରୁ ୧ କେଜି ୧୪୦ ଗ୍ରାମ ବ୍ରାଉନସୁଗାର ଜବତ କରିଥିଲା। ଆଜି ପୁଣି ସହରାଞ୍ଚଳ ଥାନାରୁ ପୁଲିସ ୬୧ ଗ୍ରାମର ବ୍ରାଉନସୁଗାର ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ୬ ଲକ୍ଷରୁ ଅଧିକ ଟଙ୍କା ହେବ। ପୁଲିସ ଏହି ମାମଲାରେ ୪ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି। ଅଭିଯୁକ୍ତଙ୍କଠାରୁ ପୁଲିସ ୨୨ଟି ମୋବାଇଲ ଓ ୩ଟି ବାଇକ ଜବତ କରିଛି। ଗତକାଲି ଭଦ୍ରକ-ଚାନ୍ଦବାଲି ରୋଡ୍‌ରେ […]

brownsugar

brownsugar

Manoranjan Sial
  • Published: Wednesday, 27 January 2021
  • Updated: 27 January 2021, 04:23 PM IST

Sports

Latest News

ଭଦ୍ରକ(ପାର୍ଥସାରଥୀ ନାୟକ): ଗତକାଲି ଏସ୍‌ଟିଏଫ୍‌ ଭଦ୍ରକରୁ ୧ କେଜି ୧୪୦ ଗ୍ରାମ ବ୍ରାଉନସୁଗାର ଜବତ କରିଥିଲା। ଆଜି ପୁଣି ସହରାଞ୍ଚଳ ଥାନାରୁ ପୁଲିସ ୬୧ ଗ୍ରାମର ବ୍ରାଉନସୁଗାର ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ୬ ଲକ୍ଷରୁ ଅଧିକ ଟଙ୍କା ହେବ। ପୁଲିସ ଏହି ମାମଲାରେ ୪ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି। ଅଭିଯୁକ୍ତଙ୍କଠାରୁ ପୁଲିସ ୨୨ଟି ମୋବାଇଲ ଓ ୩ଟି ବାଇକ ଜବତ କରିଛି।

ଗତକାଲି ଭଦ୍ରକ-ଚାନ୍ଦବାଲି ରୋଡ୍‌ରେ ଚଢ଼ଉ କରି ୧ କେଜି ୧୪୦ ଗ୍ରାମ ଓଜନର ବ୍ରାଉନସୁଗାର ଜବତ କରିଛି STF। ଯାହାର ଅନୁମାନିକ ମୂଲ୍ୟ ୧ କୋଟି ୧୪ ଲକ୍ଷ ଟଙ୍କା ହେବ। ଏହି ମାମଲାରେ ଏସ୍‌ଟିଏଫ୍‌ ମୀର ମୀନହାଜ କ୍ୱାଦ୍ରିଙ୍କୁ ଗିରଫ କରିଛି। ଗତ ୨୩ ଦିନରେ STF ୨ କେଜି ୫୫୨ ଗ୍ରାମ ବ୍ରାଉନସୁଗାର ଓ ୨ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଛି।

ସୂଚନାରୁ ପ୍ରକାଶ, ଗତ କିଛି ଦିନ ଧରି ଭଦ୍ରକ ଜିଲ୍ଲାରେ ନିଶା କାରବାର ବଢ଼ି ଯାଇଥିଲା। ଏନେଇ ଅଭିଯୋଗ ହେବା ପରେ ନିଶାଡିଙ୍କୁ ଧରିବା ପାଇଁ ଏକ ଟିମ୍‌ ଗଠନ କରିଥିଲା। ଏହି ଟିମ୍‌ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚଢ଼ଉ କରିଥିଲା। ସେହି କ୍ରମରେ ଆଜି ପୁଲିସ ୬୧ ଗ୍ରାମ ବ୍ରାଉନ୍‌ ସୁଗାର ଜବତ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story