୬୪ ତମ ଓଡ଼ିଶା ପୋଲିସ୍‌ ଡ୍ୟୁଟି ମିଟ୍‌-୨୦୧୬ ଆରମ୍ଭ

କଟକ: କଟକରେ ଆଜି ୬୪ ତମ ଓଡ଼ିଶା ପୋଲିସ୍‌ ଡ୍ୟୁଟି ମିଟ୍‌-୨୦୧୬ ଆରମ୍ଭ ହୋଇଛି। ପୋଲିସ୍‌  ଡିଜି କେ.ବି. ସିଂହ ଓଡ଼ିଶା ପୋଲିସ୍‌ ରିଜର୍ଭ ଗ୍ରାଉଣ୍ଡରେ ଏହାର ଉଦଘାଟନ କରିଛନ୍ତି। ତିନିଦିନ ଧରି ଚାଲିଥିବା ଏହି ଡ୍ୟୁଟି ମିଟ୍‌ରେ ଓଡ଼ିଶା ପୋଲିସ୍‌ର ବିଭିନ୍ନ ବୃତ୍ତିଗତ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହାର ମୁଖ୍ୟ ଆକର୍ଷଣ ରହିଛି ଡଗ୍‌ ସ୍କାର୍ଡ ଦ୍ୱାରା ତଦନ୍ତ ସମ୍ପର୍କିତ ପ୍ରତିଯୋଗିତା। ଏଥିସହ ଫଟୋଗ୍ରାଫି, ଫିଙ୍ଗର ପ୍ରିଣ୍ଟ, ପୋଲିସ୍‌ ଆଇନ ପରି ବିଭିନ୍ନ ବିଭାଗରେ ପ୍ରତିଯୋଗିତା […]

police

Rakesh Mallick
  • Published: Wednesday, 28 September 2016
  • , Updated: 28 September 2016, 10:37 PM IST

କଟକ: କଟକରେ ଆଜି ୬୪ ତମ ଓଡ଼ିଶା ପୋଲିସ୍‌ ଡ୍ୟୁଟି ମିଟ୍‌-୨୦୧୬ ଆରମ୍ଭ ହୋଇଛି। ପୋଲିସ୍‌  ଡିଜି କେ.ବି. ସିଂହ ଓଡ଼ିଶା ପୋଲିସ୍‌ ରିଜର୍ଭ ଗ୍ରାଉଣ୍ଡରେ ଏହାର ଉଦଘାଟନ କରିଛନ୍ତି। ତିନିଦିନ ଧରି ଚାଲିଥିବା ଏହି ଡ୍ୟୁଟି ମିଟ୍‌ରେ ଓଡ଼ିଶା ପୋଲିସ୍‌ର ବିଭିନ୍ନ ବୃତ୍ତିଗତ ପ୍ରତିଯୋଗିତା ଅନୁଷ୍ଠିତ ହେବ।

ଏହାର ମୁଖ୍ୟ ଆକର୍ଷଣ ରହିଛି ଡଗ୍‌ ସ୍କାର୍ଡ ଦ୍ୱାରା ତଦନ୍ତ ସମ୍ପର୍କିତ ପ୍ରତିଯୋଗିତା। ଏଥିସହ ଫଟୋଗ୍ରାଫି, ଫିଙ୍ଗର ପ୍ରିଣ୍ଟ, ପୋଲିସ୍‌ ଆଇନ ପରି ବିଭିନ୍ନ ବିଭାଗରେ ପ୍ରତିଯୋଗିତା ହେବ।

ରାଜ୍ୟର ୩୭ଟି ପୋଲିସ୍‌ ଜିଲ୍ଲା ଓ ପ୍ରତିଷ୍ଠାନରୁ ମୋଟ ୧୬୦ ପ୍ରତିଯୋଗୀ ଭାଗ ନେଉଛନ୍ତି।

Related story