୪ଦିନର ସଂଗ୍ରାମ ପରେ ଆଖି ବୁଜିଲା ଶିଶୁ

<p>ରାଉରକେଲା(ଓଡ଼ିଶା ରିପୋର୍ଟର): ୪ଦିନର ସଂଗ୍ରାମ ପରେ ଶେଷରେ ଆଖି ବୁଜିଲା ୬ଦିନର ଶିଶୁ। ରାଉରକେଲା ନର୍ସିଂହୋମରେ ନିଆଁ ଲାଗି ଗୁରୁତର ହୋଇଥିବା ଶିଶୁ ପୁତ୍ର ଶେଷରେ ଆଖି ବୁଜିଛି। ଚିକିତ୍ସିତ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଶିଶୁପୁତ୍ରର ମୃତ୍ୟୁ ଘଟିଛି। ମୃତ ଶିଶୁପୁତ୍ର ଦେଓଗାଁ ଅଞ୍ଚଳର।</p> <p>ଏହାକୁ ନେଇ ଗାଁରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ଗଣ୍ଡଗୋଳ ଆଶଙ୍କାରେ ନର୍ସିଂହୋମ ଆଗରେ ପୋଲିସ୍ ମୁତୟନ କରାଯାଇଛି। ଶନିବାର ନର୍ସିଂହୋମରେ ନିଆଁ ଲାଗି ୬ ଦିନର ଶିଶୁ ଗୁରୁତର ହୋଇଥିଲା। ପ୍ରଥମେ ଶିଶୁଟିକୁ ଆଇଜିଏଚ୍&nbsp; ଏବଂ ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।</p>

Ordigital Desk
  • Published: Tuesday, 20 February 2018
  • Updated: 20 February 2018, 09:15 AM IST

Sports

Latest News

<p>ରାଉରକେଲା(ଓଡ଼ିଶା ରିପୋର୍ଟର): ୪ଦିନର ସଂଗ୍ରାମ ପରେ ଶେଷରେ ଆଖି ବୁଜିଲା ୬ଦିନର ଶିଶୁ। ରାଉରକେଲା ନର୍ସିଂହୋମରେ ନିଆଁ ଲାଗି ଗୁରୁତର ହୋଇଥିବା ଶିଶୁ ପୁତ୍ର ଶେଷରେ ଆଖି ବୁଜିଛି। ଚିକିତ୍ସିତ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଶିଶୁପୁତ୍ରର ମୃତ୍ୟୁ ଘଟିଛି। ମୃତ ଶିଶୁପୁତ୍ର ଦେଓଗାଁ ଅଞ୍ଚଳର।</p><p>ଏହାକୁ ନେଇ ଗାଁରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ଗଣ୍ଡଗୋଳ ଆଶଙ୍କାରେ ନର୍ସିଂହୋମ ଆଗରେ ପୋଲିସ୍ ମୁତୟନ କରାଯାଇଛି। ଶନିବାର ନର୍ସିଂହୋମରେ ନିଆଁ ଲାଗି ୬ ଦିନର ଶିଶୁ ଗୁରୁତର ହୋଇଥିଲା। ପ୍ରଥମେ ଶିଶୁଟିକୁ ଆଇଜିଏଚ୍&nbsp; ଏବଂ ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos