ଭିମସାରରେ ୭ କରୋନା ଯୋଦ୍ଧାଙ୍କୁ କରୋନା

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ବୁର୍ଲା ଭିମସାରରେ ୭ କରୋନା ଯୋଦ୍ଧାଙ୍କୁ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ହସ୍ପିଟାଲର ୩ ଡାକ୍ତର ଓ ୪ ନର୍ସ କରୋନା ସଂକ୍ରମିତ। ୭ କର୍ମଚାରୀ ପଜିଟିଭ ଜଣାପଡ଼ିବା ପରେ ହସ୍ପିଟାଲକୁ ସାନିଟାଇଜ୍  କରାଯାଇଥିବା ସୂଚନା ଦେଲେ ନିର୍ଦ୍ଦେଶକ ପ୍ରଫେସର ଡା. ଲଳିତ ମେହେର। ସୂଚନାଯୋଗ୍ୟ, କରୋନା ସଂକ୍ରମଣର ଭୟାବହତାକୁ ଦେଖି  ଆଜିଠାରୁ ବୁର୍ଲା ବଡ଼ ମେଡିକାଲ OPD ବନ୍ଦ ରହିଛି। ଏହା ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଜାରୀ ରହିବ। ଏହି ସମୟ ମଧ୍ୟ […]

burla-1-1

Niharika Rout
  • Published: Wednesday, 15 July 2020
  • , Updated: 16 July 2020, 11:47 AM IST

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ବୁର୍ଲା ଭିମସାରରେ ୭ କରୋନା ଯୋଦ୍ଧାଙ୍କୁ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ହସ୍ପିଟାଲର ୩ ଡାକ୍ତର ଓ ୪ ନର୍ସ କରୋନା ସଂକ୍ରମିତ। ୭ କର୍ମଚାରୀ ପଜିଟିଭ ଜଣାପଡ଼ିବା ପରେ ହସ୍ପିଟାଲକୁ ସାନିଟାଇଜ୍  କରାଯାଇଥିବା ସୂଚନା ଦେଲେ ନିର୍ଦ୍ଦେଶକ ପ୍ରଫେସର ଡା. ଲଳିତ ମେହେର।

ସୂଚନାଯୋଗ୍ୟ, କରୋନା ସଂକ୍ରମଣର ଭୟାବହତାକୁ ଦେଖି  ଆଜିଠାରୁ ବୁର୍ଲା ବଡ଼ ମେଡିକାଲ OPD ବନ୍ଦ ରହିଛି। ଏହା ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଜାରୀ ରହିବ। ଏହି ସମୟ ମଧ୍ୟ ସମସ୍ତ ଦୈନଦିନ ଅସ୍ତ୍ରୋପଚାର ମଧ୍ୟ ବନ୍ଦ ରହିବ। ତେବେ କାଜୁଆଲଟି ଓ ଜରୁରୀକାଳୀନ ଅସ୍ତ୍ରୋପଚାରକୁ ଅନୁମତି ଦିଆଯାଇଛି। ଏ ନେଇ ଜିଲ୍ଲାପାଳ ଗତକାଲି ବିଜ୍ଞପ୍ତି ପ୍ରକାଶ କରିଥିଲେ।

ସେହିପରି ଭିସୁଟକୁ ମଧ୍ୟ ଆଜିଠାରୁ ୨୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

Related story