ପ୍ରଚଣ୍ଡ ବଜ୍ରାଘାତରେ ୭ ଗୁରୁତର
କାମାକ୍ଷାନଗର (ରାକେଶ ଦେହୁରୀ): ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅଞ୍ଚଳରେ ବଜ୍ରାଘାତ ଆତଙ୍କ। ଏଠାକାର କଙ୍କଡାସୋଡା ଗ୍ରାମ ନିକଟରେ ଆଜି ଘଟିଛି ଅଘଟଣ। ଗାଁର ୬ ଜଣ ଲୋକ ପାଖ ସିମିଳିବାହାଳ ଜଙ୍ଗଲକୁ ଯାଇଥିଲେ। ସେହି ସମୟରେ ପ୍ରବଳ ବର୍ଷା ଓ ବଜ୍ରାପାତ ହେବାରୁ ସେମାନେ ଏକ କୁଡିଆରେ ଆଶ୍ରୟ ନେଇଥିଲେ। କିନ୍ତୁ ପ୍ରକୃତିର ଭୟବହତା ପାଖରେ ସାମାନ୍ୟ କୁଡ଼ିଆଟି ଅକୁଳାଣ ପଡ଼ିଲା।
ହଠାତ୍ ବଜ୍ରପାତ ହେବାରୁ ସେଠାରେ ଥିବା ସୁଲଚନା ନାୟକ, ରାଇଆ ନାୟକ, କୁନି ନାୟକ, ଏକାଦଶୀ ନାୟକ, ନନ୍ଦ ନାୟକ ଓ ପ୍ରିୟଦର୍ଶନୀ ନାୟକ ଗୁରୁତର ହୋଇ ପଡ଼ିଥିଲେ। ପରିବାର ଲୋକେ ଖବର ପାଇ ପରଜଙ୍ଗ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେହିପରି କଲଦା ଗ୍ରାମର ସଙ୍ଗିତା ନାୟକ ଘର ବାହାରେ ଥିବାବେଳେ ବଜ୍ରାଘାତ ହେବାରୁ ଗୁରୁତର ହୋଇ ପରଜଙ୍ଗ ମେଡିକାଲରେ ଭର୍ତି ହୋଇଛନ୍ତି।
https://www.youtube.com/watch?v=YMTnkIxcKq4
Ordigital Desk
• Published: Saturday, 02 June 2018
• Updated: 02 June 2018, 07:23 PM IST
Sports
Latest News
କାମାକ୍ଷାନଗର (ରାକେଶ ଦେହୁରୀ): ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅଞ୍ଚଳରେ ବଜ୍ରାଘାତ ଆତଙ୍କ। ଏଠାକାର କଙ୍କଡାସୋଡା ଗ୍ରାମ ନିକଟରେ ଆଜି ଘଟିଛି ଅଘଟଣ। ଗାଁର ୬ ଜଣ ଲୋକ ପାଖ ସିମିଳିବାହାଳ ଜଙ୍ଗଲକୁ ଯାଇଥିଲେ। ସେହି ସମୟରେ ପ୍ରବଳ ବର୍ଷା ଓ ବଜ୍ରାପାତ ହେବାରୁ ସେମାନେ ଏକ କୁଡିଆରେ ଆଶ୍ରୟ ନେଇଥିଲେ। କିନ୍ତୁ ପ୍ରକୃତିର ଭୟବହତା ପାଖରେ ସାମାନ୍ୟ କୁଡ଼ିଆଟି ଅକୁଳାଣ ପଡ଼ିଲା।
ହଠାତ୍ ବଜ୍ରପାତ ହେବାରୁ ସେଠାରେ ଥିବା ସୁଲଚନା ନାୟକ, ରାଇଆ ନାୟକ, କୁନି ନାୟକ, ଏକାଦଶୀ ନାୟକ, ନନ୍ଦ ନାୟକ ଓ ପ୍ରିୟଦର୍ଶନୀ ନାୟକ ଗୁରୁତର ହୋଇ ପଡ଼ିଥିଲେ। ପରିବାର ଲୋକେ ଖବର ପାଇ ପରଜଙ୍ଗ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେହିପରି କଲଦା ଗ୍ରାମର ସଙ୍ଗିତା ନାୟକ ଘର ବାହାରେ ଥିବାବେଳେ ବଜ୍ରାଘାତ ହେବାରୁ ଗୁରୁତର ହୋଇ ପରଜଙ୍ଗ ମେଡିକାଲରେ ଭର୍ତି ହୋଇଛନ୍ତି।
https://www.youtube.com/watch?v=YMTnkIxcKq4
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos