ମୁହାଁମୁହିଁ ହେଲେ ୨ ଭାଇଙ୍କ ପରିବାର, ୭ ଗୁରୁତର

ଭଦ୍ରକ(ପାର୍ଥ ସାରଥୀ ନାୟକ): ରୋଷେଇ ଘର ପାଇଁ ଗାତ ଖୋଲିବା ବେଳେ ମୁହାଁମୁହିଁ ହେଲେ ୨ ଭାଇଙ୍କ ପରିବାର । ସଂଘବଦ୍ଧ ଆକ୍ରମଣରେ ଉଭୟ ପକ୍ଷରୁ ୭ ଆହତ ହୋଇଥିବା ବେଳେ ୩ ଜଣଙ୍କୁ ଅଟକ ରଖିଛି ପୁଲିସ୍‌। ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଧୀନ ବାଲିପୋଖରୀ ପଞ୍ଚାୟତର କୋରାକୋରା ଗାଁର ଗତକାଲି ଘଟିଛି ଏପରି ଘଟଣା। କୋରାକୋରା ଗାଁର ମହେଶ୍ୱର ସାହୁ ଓ ଗୟାଧର ସାହୁ ୨ ଭାଇ  ହୋଇଥିବା ବେଳେ ଉଭୟ ପରିବାର ମଧ୍ୟରେ ଦୀର୍ଘଦିନ […]

attack

attack

Niharika Rout
  • Published: Saturday, 11 June 2022
  • Updated: 11 June 2022, 10:10 AM IST

Sports

Latest News

ଭଦ୍ରକ(ପାର୍ଥ ସାରଥୀ ନାୟକ): ରୋଷେଇ ଘର ପାଇଁ ଗାତ ଖୋଲିବା ବେଳେ ମୁହାଁମୁହିଁ ହେଲେ ୨ ଭାଇଙ୍କ ପରିବାର । ସଂଘବଦ୍ଧ ଆକ୍ରମଣରେ ଉଭୟ ପକ୍ଷରୁ ୭ ଆହତ ହୋଇଥିବା ବେଳେ ୩ ଜଣଙ୍କୁ ଅଟକ ରଖିଛି ପୁଲିସ୍‌। ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଧୀନ ବାଲିପୋଖରୀ ପଞ୍ଚାୟତର କୋରାକୋରା ଗାଁର ଗତକାଲି ଘଟିଛି ଏପରି ଘଟଣା।

କୋରାକୋରା ଗାଁର ମହେଶ୍ୱର ସାହୁ ଓ ଗୟାଧର ସାହୁ ୨ ଭାଇ  ହୋଇଥିବା ବେଳେ ଉଭୟ ପରିବାର ମଧ୍ୟରେ ଦୀର୍ଘଦିନ ହେବ ଜମିବାଡ଼ି ବିବାଦ ଲାଗି ରହିଥିଲା। ତେବେ ମହେଶ୍ୱର ସାହୁଙ୍କ ପରିବାର ଲୋକେ ରୋଷେଇ ଘର ପାଇଁ ଗାତ ଖୋଲିବା ବେଳେ ଗୟାଧରଙ୍କ ପରିବାର ଲୋକେ ଏହାକୁ ବିରୋଧ କରୁଥିଲେ। ଏନେଇ ମହେଶ୍ୱରଙ୍କ ପରିବାର ପୂର୍ବେରୁ ଥାନାରେ ଅଭିଯୋଗ କରିଥିବା ବେଳେ କାମ ବନ୍ଦ ରହିଥିଲା।

ଗତକାଲି ଏଥିନିମନ୍ତେ କାମ ଆରମ୍ଭ କରିଥିଲେ। ଏହାଦେଖି ଅତର୍କିତ ଭାବେ ଅପରପକ୍ଷ ବିଭିନ୍ନ ମାରଣାସ୍ତ୍ର ଧରି ମହେଶ୍ୱରଙ୍କ ପରିବାର ସଦସ୍ୟଙ୍କୁ ଆକ୍ରମଣ କରିଥିଲେ। ମହେଶ୍ୱରଙ୍କ ପରିବାର ଏହାକୁ ପ୍ରତିବାଦ କରିବାରୁ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିଲେ।

ଏହି ଆକ୍ରମଣରେ ଉଭୟ ପକ୍ଷର ୭ ଜଣ  ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ପ୍ରଥମେ ଭଣ୍ଡାରିପୋଖରୀ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ କିଛି ଆହତଙ୍କୁ ଛଡ଼ାଯାଇଥିବା ବେଳେ ଆଉ କିଛି ଏବେବି ଚିକିତ୍ସାଧୀନ ଅଛନ୍ତି। ଭଣ୍ଡାରିପୋଖରୀ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ୩ ଜଣଙ୍କୁ ଥାନାରେ ଅଟକ ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story