ନିର୍ବନ୍ଧ ପାଇଁ ଯାଉଥିଲେ, ଜଳଭଣ୍ଡାରରେ ଧୋକ୍କା ଦେଲା ଲଞ୍ଚ

ଭବାନୀପାଟଣା/ନବରଙ୍ଗପୁର(ରାଜକୁମାର/ନବଘନ): ଇନ୍ଦ୍ରାବତୀ ଜଳଭଣ୍ଡାରର ଅକାତକାତ ପାଣି ଅତିକ୍ରମ କରି ପୁଅର ନିର୍ବନ୍ଧ କରିବାକୁ ଯାଉଥିଲେ। ହେଲେ ଜଳଭଣ୍ଡାର ମଝିରେ ଅଟକିଗଲା ଲଞ୍ଚ। ପାଣି ଭିତରେ ୩ ଘଣ୍ଟାରୁ ଅଧିକ ସମୟ ଧରି ଫସି ରହିଲେ ପୁଅ ଘରର ୭ ଜଣ। ବୋଟ୍‌ ଆମ୍ୱୁଲାନ୍ସରେ ସେମାନଙ୍କୁ ଉଦ୍ଧାର କରିଛି। ଗତକାଲି ଥିଲା କଳାହାଣ୍ଡି ଉପରପଙ୍ଗା ଗାଁର ହରି ହରିଜନଙ୍କ ଝିଅର ନିର୍ବନ୍ଧ। ସେଥିପାଇଁ ନବରଙ୍ଗପୁର ଜିଲ୍ଲାର ବିଜ୍ରାଗୁଡା ଗାଁର ପୁଅ ଘର ପରିବାର ଓ ବନ୍ଧୁବାନ୍ଧବ ୭ ଜଣ […]

boot-in-kalahandi

boot-in-kalahandi

Manoranjan Sial
  • Published: Thursday, 21 January 2021
  • Updated: 21 January 2021, 05:12 PM IST

Sports

Latest News

ଭବାନୀପାଟଣା/ନବରଙ୍ଗପୁର(ରାଜକୁମାର/ନବଘନ): ଇନ୍ଦ୍ରାବତୀ ଜଳଭଣ୍ଡାରର ଅକାତକାତ ପାଣି ଅତିକ୍ରମ କରି ପୁଅର ନିର୍ବନ୍ଧ କରିବାକୁ ଯାଉଥିଲେ। ହେଲେ ଜଳଭଣ୍ଡାର ମଝିରେ ଅଟକିଗଲା ଲଞ୍ଚ। ପାଣି ଭିତରେ ୩ ଘଣ୍ଟାରୁ ଅଧିକ ସମୟ ଧରି ଫସି ରହିଲେ ପୁଅ ଘରର ୭ ଜଣ। ବୋଟ୍‌ ଆମ୍ୱୁଲାନ୍ସରେ ସେମାନଙ୍କୁ ଉଦ୍ଧାର କରିଛି।

ଗତକାଲି ଥିଲା କଳାହାଣ୍ଡି ଉପରପଙ୍ଗା ଗାଁର ହରି ହରିଜନଙ୍କ ଝିଅର ନିର୍ବନ୍ଧ। ସେଥିପାଇଁ ନବରଙ୍ଗପୁର ଜିଲ୍ଲାର ବିଜ୍ରାଗୁଡା ଗାଁର ପୁଅ ଘର ପରିବାର ଓ ବନ୍ଧୁବାନ୍ଧବ ୭ ଜଣ ଏକ ଲଞ୍ଚରେ ଇନ୍ଦ୍ରବତୀ ଜଳଭଣ୍ଡାର ଅତିକ୍ରମ କରି ଝିଅ ଘରକୁ ଯାଉଥିଲେ। ହେଲେ ମଧ୍ୟାହ୍ନରେ ହଠାତ ଜଳଭଣ୍ଡାର ମଝିରେ ଲଞ୍ଚ ଖରାପ ହୋଇଯାଇଥିଲା।

ଜଳଭଣ୍ଡାରରେ ଅକାତକାତ ପାଣିରେ ପାଖାପାଖି ୩ ଘଣ୍ଟା ଧରି ଫସି ରହିଥିଲେ ପୁଅ ଘର ପରିବାର ଲୋକ। ସେଠାରୁ କାହାକୁ ଯୋଗାଯୋଗ କରିବାର ବ୍ୟବସ୍ଥା ମଧ୍ୟ ନଥିଲା। ସୌଭାଗ୍ୟ ବସତଃ ସେହି ଜଳଭଣ୍ଡାର ଦେଇ ଏକ ବୋଟ୍‌ ଆମ୍ୱୁଲାନ୍ସ ରୋଗୀ ଆଣିବାକୁ ଯାଉଥିଲା। ବୋଟ୍‌ ଆମ୍ୱୁଲାନ୍ସକୁ ଦେଖି ଜଳଭଣ୍ଡାର ମଝିରେ ଲଞ୍ଚରେ ଫସି ରହିଥିବା ଲୋକମାନେ ଡାକିଥିଲେ। ଆଉ ତା’ପରେ ଆମ୍ୱୁଲାନ୍ସରେ ଥିବା କର୍ମଚାରୀମାନେ ସେମାନଙ୍କୁ ଉଦ୍ଧାର କରି କୂଳକୁ ଆଣିଥିଲେ।

ସୂଚନାରୁ ପ୍ରକାଶ, ଇନ୍ଦ୍ରାବତୀ ଜଳଭଣ୍ଡାର ମଝିରେ ଥୁଆମୂଳ-ରାମପୁର ବ୍ଲକର ଗୋଟିଏ ପଞ୍ଚାୟତ ପୋଡାପଦର ସହ ୧୭ଟି ଗାଁ ରହିଛି। ଏହି ଗାଁ ଗୁଡ଼ିକୁ ଯିବା ପାଇଁ ରାସ୍ତା ନଥିବାରୁ ଲୋକମାନଙ୍କର ଏକ ମାତ୍ର ସାହାଭରସା ଦେଶୀ ଲଞ୍ଚ। ଲୋକମାନେ ଜୀବନକୁ ବାଜି ଲଗାଇ ସେଥିରେ ଯା’ଆସ କରିଥାଆନ୍ତି। ଏଥିପ୍ରତି ଜିଲ୍ଲା ପ୍ରଶାସନର ତିଳେମାତ୍ର ନଜର ଦେଉନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story