ତେଲେଙ୍ଗାନାରେ ଫସିଥିବା ୧୭ ଜଣ ଯୁବତୀ ଉଦ୍ଧାର 

କୋରାପୁଟ: ଦାଦନ ଖଟିବାକୁ ଯାଇ ତେଲେଙ୍ଗାନାରେ ଫସିଥିବା ୧୭ ଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଛି। ଲକ୍ଷ୍ମୀପୁର ପୁଲିସ୍‌ ଓ ଶ୍ରମ ଅଧିକାରୀ ସେମାନଙ୍କୁ ଉଦ୍ଧାର କରିଛନ୍ତି। ଉଦ୍ଧାର ଯୁବତୀମାନେ ହେଲେ କୋରାପୁଟ ଜିଲ୍ଲା ପିପଲପଦର ପଞ୍ଚାୟତର ପିକ୍ସାଡାଙ୍ଗ ଓ ଚୁଚୁକଣା ଗାଁର। ତିନି ମାସ ତଳେ ସେମାନଙ୍କୁ ରାୟଗଡ଼ା ଜିଲ୍ଲା ବାରଲୁକନା ଗାଁର ଦୁଇ ଜଣ ଦଲାଲ ଅଧିକ ପାରିଶ୍ରମିକର ଲୋଭ ଦେଖାଇ ତେଲେଙ୍ଗାନାକୁ ନେଇ ଯାଇଥିଲେ। ହେଲେ ତିନି ମାସ ପରେ ଗାଁ ଲୋକେ ସେମାନଙ୍କୁ […]

dad9000

dad9000

Tapaswini Nayak
  • Published: Saturday, 29 December 2018
  • Updated: 29 December 2018, 09:22 AM IST

Sports

Latest News

କୋରାପୁଟ: ଦାଦନ ଖଟିବାକୁ ଯାଇ ତେଲେଙ୍ଗାନାରେ ଫସିଥିବା ୧୭ ଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଛି। ଲକ୍ଷ୍ମୀପୁର ପୁଲିସ୍‌ ଓ ଶ୍ରମ ଅଧିକାରୀ ସେମାନଙ୍କୁ ଉଦ୍ଧାର କରିଛନ୍ତି।

ଉଦ୍ଧାର ଯୁବତୀମାନେ ହେଲେ କୋରାପୁଟ ଜିଲ୍ଲା ପିପଲପଦର ପଞ୍ଚାୟତର ପିକ୍ସାଡାଙ୍ଗ ଓ ଚୁଚୁକଣା ଗାଁର।

ତିନି ମାସ ତଳେ ସେମାନଙ୍କୁ ରାୟଗଡ଼ା ଜିଲ୍ଲା ବାରଲୁକନା ଗାଁର ଦୁଇ ଜଣ ଦଲାଲ ଅଧିକ ପାରିଶ୍ରମିକର ଲୋଭ ଦେଖାଇ ତେଲେଙ୍ଗାନାକୁ ନେଇ ଯାଇଥିଲେ। ହେଲେ ତିନି ମାସ ପରେ ଗାଁ ଲୋକେ ସେମାନଙ୍କୁ ଭେଟିବାକୁ ଯାଇଥିବା ବେଳେ ଭାଟି ମାଲିକ ଦଲାଲ ଆସିଲେ ଯାଇ ସମସ୍ତଙ୍କୁ ଛଡ଼ାଯିବ ବୋଲି କହିଥିଲେ।

ଫଳରେ ନିରାଶ ହୋଇ ସେମାନେ ଗାଁକୁ ଫେରି ଆସିବା ପରେ ଏହାକୁ ନେଇ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଥିଲା। ଏହାପରେ ଲକ୍ଷ୍ମୀପୁର ପୁଲିସ୍‌ର ଏକ ଟିମ୍‌ ଓ ଶ୍ରମ ଅଧିକାରୀ ତେଲେଙ୍ଗାନାକୁ ଯାଇ ୧୭ ଜଣ ଯୁବତୀଙ୍କୁ ଉଦ୍ଧାର କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story