ମା‘ ପାଖରେ ଶୋଇଥିଲା ଶିଶୁକନ୍ୟା, କାମୁଡ଼ି ଦେଲା ବୋଡ଼ା

ନୀଳଗିରି(ବିଶ୍ୱମ୍ବର ଦାସ): ସାପ କାମୁଡ଼ାରେ ଚାଲିଗଲା ୭ବର୍ଷ ଶିଶୁ କନ୍ୟାର ଜୀବନ। ଏଭଳି ଦୁଃଖଦ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ଉପଖଣ୍ଡ ଔପଦା ବ୍ଲକ ଶ୍ୟାମସୁନ୍ଦର ପଞ୍ଚାୟତ ଅଧିନ ଜୁରିଆପାଟଣା ଗାଁରେ। ମୃତ ଶିଶୁକନ୍ୟା ଜଣଙ୍କ ହେଲେ ସୋନାଲି ମଲିକ। ଗତକାଲି ରାତିରେ ସୋନାଲି ପରିବାର ଲୋକଙ୍କ ସହ ଘରେ ଶୋଇଥିଲେ। ଏହିସମୟରେ ତାଙ୍କୁ ଏକ ବିଷାକ୍ତ ସାପ କାମୁଡ଼ି ଦେଇଥିଲା। ରାତି ପ୍ରାୟ୨ଟା ସମୟରେ ସୋନାଲିର ପାଟିରୁ ଲାଳ ବାହାରୁଥିବା ତାଙ୍କ ବାପା ଦେଖିଥିଲେ।  […]

snake-3

snake-3

Tapaswini Nayak
  • Published: Friday, 04 November 2022
  • Updated: 04 November 2022, 12:58 PM IST

Sports

Latest News

ନୀଳଗିରି(ବିଶ୍ୱମ୍ବର ଦାସ): ସାପ କାମୁଡ଼ାରେ ଚାଲିଗଲା ୭ବର୍ଷ ଶିଶୁ କନ୍ୟାର ଜୀବନ। ଏଭଳି ଦୁଃଖଦ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ଉପଖଣ୍ଡ ଔପଦା ବ୍ଲକ ଶ୍ୟାମସୁନ୍ଦର ପଞ୍ଚାୟତ ଅଧିନ ଜୁରିଆପାଟଣା ଗାଁରେ। ମୃତ ଶିଶୁକନ୍ୟା ଜଣଙ୍କ ହେଲେ ସୋନାଲି ମଲିକ।

ଗତକାଲି ରାତିରେ ସୋନାଲି ପରିବାର ଲୋକଙ୍କ ସହ ଘରେ ଶୋଇଥିଲେ। ଏହିସମୟରେ ତାଙ୍କୁ ଏକ ବିଷାକ୍ତ ସାପ କାମୁଡ଼ି ଦେଇଥିଲା। ରାତି ପ୍ରାୟ୨ଟା ସମୟରେ ସୋନାଲିର ପାଟିରୁ ଲାଳ ବାହାରୁଥିବା ତାଙ୍କ ବାପା ଦେଖିଥିଲେ।  ପରେ ପରିବାର ଲୋକ ତାଙ୍କୁ  ନୀଳଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ଘଟଣାସ୍ଥଳରୁ ଏକ ବୋଡ଼ା ସାପକୁ ଉଦ୍ଧାର କରାଯାଇଛି। ସୋନାଲିଙ୍କ ମୃତ୍ୟୁ ପରେ ତାଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story