ଅନର୍ଗଳ ଶ୍ଳୋକ ଗାଉଛନ୍ତି ସାତବର୍ଷର କୁନି ଝିଅ

ଉଦଳା (ମାନସ ପାଣି): ସାତବର୍ଷର କୁନି ଝିଅ ମୁହଁରେ ଶ୍ରୀମଦ ଭାଗବତ ଗୀତାର ଶ୍ଳୋକ। ଝିଅଟି ଗୀତା ନଦେଖି ଅନର୍ଗଳ ଗାଉଛନ୍ତି। ଯେଉଁଥିପାଇଁ ତାଙ୍କ ପାଖକୁ ଛୁଟୁଛି ପ୍ରଶଂସାର ସୁଅ। ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ କୁଣ୍ଡାବାଇ ପଞ୍ଚାୟତ ବଳଭଦ୍ରପୁର ଗାଁର କୁନି ଝିଅ ପରୀରୁପା ମହାନ୍ତ। ବୟସ ସାତ ବର୍ଷ ହେବ। ସେ ଦ୍ୱିତୀୟ ଶ୍ରେଣୀରେ ପାଠ ପଢୁଛନ୍ତି। ବାପା ତପନ ମହାନ୍ତ ଜଣେ ଶିକ୍ଷକ ଓ ମା’ ମମତା ମହାନ୍ତ ଜଣେ ଗୃହିଣୀ। ହେଲେ […]

udla

udla

Manoranjan Sial
  • Published: Tuesday, 01 December 2020
  • Updated: 01 December 2020, 06:58 PM IST

Sports

Latest News

ଉଦଳା (ମାନସ ପାଣି): ସାତବର୍ଷର କୁନି ଝିଅ ମୁହଁରେ ଶ୍ରୀମଦ ଭାଗବତ ଗୀତାର ଶ୍ଳୋକ। ଝିଅଟି ଗୀତା ନଦେଖି ଅନର୍ଗଳ ଗାଉଛନ୍ତି। ଯେଉଁଥିପାଇଁ ତାଙ୍କ ପାଖକୁ ଛୁଟୁଛି ପ୍ରଶଂସାର ସୁଅ।

ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ କୁଣ୍ଡାବାଇ ପଞ୍ଚାୟତ ବଳଭଦ୍ରପୁର ଗାଁର କୁନି ଝିଅ ପରୀରୁପା ମହାନ୍ତ। ବୟସ ସାତ ବର୍ଷ ହେବ। ସେ ଦ୍ୱିତୀୟ ଶ୍ରେଣୀରେ ପାଠ ପଢୁଛନ୍ତି। ବାପା ତପନ ମହାନ୍ତ ଜଣେ ଶିକ୍ଷକ ଓ ମା’ ମମତା ମହାନ୍ତ ଜଣେ ଗୃହିଣୀ। ହେଲେ କୁନି ଝିଅ ପରୀରୁପା ସାତ ବର୍ଷ ବୟସରେ ଶ୍ରୀମଦ ଭାଗବତ ଗୀତାର ଶ୍ଳୋକକୁ ଅନର୍ଗଳ ଗାଉଛନ୍ତି। ଆଖିରେ ନଦେଖିଲେ ଓ କାନରେ ନଶୁଣିଲେ ବିଶ୍ୱାସ କରିହେବନି।

[caption id="attachment_597093" align="aligncenter" width="650"] ମାଆ ଓ ଝିଅ[/caption]

ଅଳ୍ପ ବୟସରେ ଶ୍ଳୋକକୁ ମୋନେ ରଖି ବେଶ ପ୍ରଶଂସାରପାତ୍ର ହୋଇପାରିଛନ୍ତି ପରୀରୁପା। ତାଙ୍କ ମା’ ଘରେ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଗୀତା ପଢୁ ଥିବା ବେଳେ କୁନି ଝିଅ ପରୀରୁପା ତାଙ୍କ ପାଖରେ ବସି ଶୁଣନ୍ତି। ଆଉ  ସେଇଠୁ ତାଙ୍କର ଆଗ୍ରହ ବଢିଥିଲା ଗୀତା ପଢିବା ପାଇଁ। ଏବେ ସେ ଶ୍ରୀମଦ ଭାଗବତ ଗୀତାର ୭୦୦ ଶ୍ଳୋକ ଅନର୍ଗଳ ଗାଉଛନ୍ତି। ଏଥିପାଇଁ ତାଙ୍କୁ ଗୀତା ଦେଖିବାକୁ ପଡ଼ୁନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story