ବାଲେଶ୍ୱରରେ ୭୧%, ତିର୍ତ୍ତୋଲରେ ୭୦% ଭୋଟ୍ : ନିର୍ବାଚନ କମିଶନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ମହାମାରୀ ସଂକ୍ରମଣ ଆଶଙ୍କା ମଧ୍ୟରେ ଆଜି ୨ଟି ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଭୋଟଗ୍ରହଣ ହୋଇଛି। ସନ୍ଧ୍ୟା ୬ଟା ସୁଦ୍ଧା ବାଲେଶ୍ୱର ସଦର ଆସନରେ ୭୧% ଓ ତିର୍ତ୍ତୋଲ ଆସନରେ ୬୯.୯ ପ୍ରତିଶତ ମତଦାନ ହୋଇଛି । ତେବେ ଚୂଡ଼ାନ୍ତ ମତଦାନ ହାର କାଲି ସକାଳେ ଜଣାପଡ଼ିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ କହିଛନ୍ତି। ଆଜି ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ଲୋହାନୀ କହିଛନ୍ତି ଯେ, […]

ec

ec

Manoranjan Sial
  • Published: Tuesday, 03 November 2020
  • Updated: 03 November 2020, 08:59 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ମହାମାରୀ ସଂକ୍ରମଣ ଆଶଙ୍କା ମଧ୍ୟରେ ଆଜି ୨ଟି ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଭୋଟଗ୍ରହଣ ହୋଇଛି। ସନ୍ଧ୍ୟା ୬ଟା ସୁଦ୍ଧା ବାଲେଶ୍ୱର ସଦର ଆସନରେ ୭୧% ଓ ତିର୍ତ୍ତୋଲ ଆସନରେ ୬୯.୯ ପ୍ରତିଶତ ମତଦାନ ହୋଇଛି । ତେବେ ଚୂଡ଼ାନ୍ତ ମତଦାନ ହାର କାଲି ସକାଳେ ଜଣାପଡ଼ିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ କହିଛନ୍ତି।

ଆଜି ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ଲୋହାନୀ କହିଛନ୍ତି ଯେ, କୌଣସି ସ୍ଥାନରେ ଗଣ୍ଡଗୋଳର କୌଣସି ରିପୋର୍ଟ ଆସିନାହିଁ । ୨୦୧୯ ସାଧାରଣ ନିର୍ବାଚନରେ ଉଭୟ ଆସନରେ ଯେତିକି ଭୋଟହାର ପଡ଼ିଥିଲା ଚଳିତ ଉପନିର୍ବାଚନରେ ମତଦାନ ହାର ସେତିକି କିମ୍ବା ତା’ଠୁ ସାମାନ୍ୟ ଅଧିକ ରହିପାରେ। କିଛି ସ୍ଥାନରେ ଇଭିଏମ୍ ତ୍ରୁଟି ଯୋଗୁ ମତଦାନରେ ସାମାନ୍ୟ ବିଳମ୍ବ ହୋଇଛି। କୋଭିଡ୍ କଟକଣା ମଧ୍ୟରେ ସମ୍ପୂର୍ଣ୍ଣ ଶାନ୍ତିଶୃଙ୍ଖଳାର ସହ ଭୋଟଗ୍ରହଣ ହୋଇଛି। ସନ୍ଧ୍ୟା ୬ଟା ସୁଦ୍ଧା ବାଲେଶ୍ୱରରେ ପ୍ରାୟ ୭୧ ପ୍ରତିଶତ ଓ ତିର୍ତ୍ତୋଲରେ ପ୍ରାୟ ୬୯.୯% ପ୍ରତିଶତ ଭୋଟଦାନ ହୋଇସାରିଛି। ତେବେ କେତେକ କାରଣ ଯୋଗୁ ତିର୍ତ୍ତୋଲର ୧୨୦ଟି ବୁଥ ଓ ବାଲେଶ୍ୱରର ୩୦ଟି ବୁଥରେ ମତଦାନ ଜାରି ରହିଥିବାରୁ ମତଦାନ ହାର ବୃଦ୍ଧି ପାଇବାର ସମ୍ଭାବନା ରହିଛି। ତିର୍ତ୍ତୋଲର କୌଣସି ସ୍ଥାନରେ ଭୋଟ ବର୍ଜନର ଖବର ଆସନାହିଁ। ଆଜି ଯେଉଁସବୁ ସ୍ଥାନରୁ ଅଭିଯୋଗ ଆସିଥିଲା, ଟିମ୍ ସଙ୍ଗେସଙ୍ଗେ ଯାଇ ତା’ର ଯାଂଚ କରିଥିଲେ। ଶାନ୍ତିଶୃଙ୍ଖଳା ସହ ସମସ୍ତଙ୍କ ସହଯୋଗରେ ମତଦାନ ଶେଷ ହୋଇଛି।

ସୂଚନାଯୋଗ୍ୟ, ୨୦୧୯ ସାଧାରଣ ନିର୍ବାଚନରେ ବାଲେଶ୍ୱର ସଦର ଆସନରେ ମତଦାନ ହାର ୭୧.୨୯% ଓ ତିର୍ତ୍ତୋଲରେ ୭୪.୦୯% ରହିଥିଲା। ଚଳିତ ଉପନିର୍ବାଚନରେ ବାଲେଶ୍ୱରରେ ୬ ଓ ତିର୍ତ୍ତୋଲରେ ୯ଜଣ ପ୍ରାର୍ଥୀ ସେମାନଙ୍କର ଭାଗ୍ୟ ପରୀକ୍ଷା କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story