ସ୍ୱାଭିମାନ ଅଞ୍ଚଳରେ ପ୍ରଥମ ଥର ପାଇଁ ଉଡିଲା ତ୍ରିରଙ୍ଗା

ଚିତ୍ରକୋଣ୍ଡା (ରତ୍ନାକର ପ୍ରଧାନ): ଦେଶ ସ୍ୱାଧୀନ ହେଲା। ଆଉ ଦେଶରେ ସମ୍ୱିଧାନ ପ୍ରଣୟନ ହେଲା। ସମ୍ୱିଧାନର ଗୋଟିଏ ସୂତ୍ରରେ ବାନ୍ଧି ହେଲେ ଦେଶବାସୀ। ହେଲେ ମାଲକାନଗିରି ଜିଲ୍ଲାର ବିଚ୍ଛିନ୍ନାଞ୍ଚଳର ଆଦିମ ଆଦିବାସୀଙ୍କ ଗୋଡ଼ରୁ ଖୋଲିଲା ନାହିଁ ବେଡ଼ି। ସେମାନେ ପରାଧୀନଙ୍କ ପରି ଲାଲ୍ ବାହିନୀର ନାଲି ଆଖିରେ ଫସି ଯାଇଥିଲେ। ଆଉ ନକ୍ସଲଙ୍କ ଲାଲ୍ ସଲାମ ମାନିବାକୁ ବାଧ୍ୟହେଉଥିଲେ। ସେମାନଙ୍କ ପାଇଁ ସ୍ୱାଧୀନତା ଦିବସ ଓ ସାଧାରଣତନ୍ତ୍ର ଦିବସ ପାଳ ଥିଲା ସାତ ସପନ। କିନ୍ତୁ ଗୁରୁପ୍ରିୟା […]

republic-day.jpg1

republic-day.jpg1

Manoranjan Sial
  • Published: Tuesday, 26 January 2021
  • Updated: 26 January 2021, 05:58 PM IST

Sports

Latest News

ଚିତ୍ରକୋଣ୍ଡା (ରତ୍ନାକର ପ୍ରଧାନ): ଦେଶ ସ୍ୱାଧୀନ ହେଲା। ଆଉ ଦେଶରେ ସମ୍ୱିଧାନ ପ୍ରଣୟନ ହେଲା। ସମ୍ୱିଧାନର ଗୋଟିଏ ସୂତ୍ରରେ ବାନ୍ଧି ହେଲେ ଦେଶବାସୀ। ହେଲେ ମାଲକାନଗିରି ଜିଲ୍ଲାର ବିଚ୍ଛିନ୍ନାଞ୍ଚଳର ଆଦିମ ଆଦିବାସୀଙ୍କ ଗୋଡ଼ରୁ ଖୋଲିଲା ନାହିଁ ବେଡ଼ି। ସେମାନେ ପରାଧୀନଙ୍କ ପରି ଲାଲ୍ ବାହିନୀର ନାଲି ଆଖିରେ ଫସି ଯାଇଥିଲେ। ଆଉ ନକ୍ସଲଙ୍କ ଲାଲ୍ ସଲାମ ମାନିବାକୁ ବାଧ୍ୟହେଉଥିଲେ। ସେମାନଙ୍କ ପାଇଁ ସ୍ୱାଧୀନତା ଦିବସ ଓ ସାଧାରଣତନ୍ତ୍ର ଦିବସ ପାଳ ଥିଲା ସାତ ସପନ। କିନ୍ତୁ ଗୁରୁପ୍ରିୟା ସେତୁ ନିର୍ମାଣ ହେବା ପରେ ବଦଳିଛି ବିଚ୍ଛିନ୍ନାଞ୍ଚଳ, ଏବେ ହୋଇଛି ସ୍ୱାଭିମାନ ଅଞ୍ଚଳ। ଆଜି ଏହି ସ୍ୱାଭିମାନ ଅ଼୍ଚଳରେ ପ୍ରଥମ ଥର ପାଇଁ ପାଳିତ ହୋଇଛି ସାଧାରଣତନ୍ତ୍ର ଦିବସ। ଆଉ ସ୍ୱାଭିମାନ ଆକାଶରେ ଫର୍‌ଫର୍‌ ହୋଇ ଉଡ଼ିଛି ତ୍ରିରଙ୍ଗା।

ଚିତ୍ରକୋଣ୍ଡା ବ୍ଲକ୍‌ ସ୍ୱଭିମାନଞ୍ଚଳର ଯୋଡ଼ାମ୍ୱ ଓ ପନ୍‌ସପୁଟ ପଞ୍ଚାତବାସୀ ପ୍ରଥମ ଥର ପାଇଁ ପାଳିଲେ ସାଧାରଣତନ୍ତ୍ର ଦିବସ। ଶୁଭୁଛି ଭାରତ ମାତା କି ଜୟ। ଆଉ ଚତୁଃଦିଗରେ ଗୁଞ୍ଜରିତ ହେଲା ଜାତୀୟ ସଙ୍ଗୀତ। ଚଳିତବର୍ଷ ଯୋଡ଼ାମ୍ୱରେ ଥାନା ପ୍ରତିଷ୍ଠା ଓ ଗୋରପ୍ରିୟା ସେତୁରେ ବିଏସ୍‌ଏଫ୍‌ କେମ୍ପ ପ୍ରତିଷ୍ଠା ପରେ ଏହା ସମ୍ଭବପର ହୋଇଛି। ଯେଉଁଥିପାଇଁ ଏବେ ସେହି ଅଞ୍ଚଳରେ ବଦଳିଛି ଚିତ୍ର। ଆଜି ସ୍ୱାଭିମାନ ଅଞ୍ଚଳବାସୀ ସମାଜର ମୁଖ୍ୟ ସ୍ରୋତ ସାମିଲ ହୋଇ ପାଳିଲେ ଗଣପର୍ବକୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story